Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ : ଅଜଣା ଗାଡି ଧକ୍କାରେ ଅଟୋ ଚାଳକ ମୃତ, ଅଲଗା ହୋଇଗଲା ମୁଣ୍ଡ-ଗଣ୍ଡି
  • ||
  • ଭୁବନେଶ୍ବର : ଜାଗର ପାଇଁ କଟକଣା, ମନ୍ଦିର ଭିତରେ ଓ ବାହାରେ ହେବନି ଗହଳି, ମେଳା ଉପରେ ଲାଗିଲା ରୋକ୍
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୭ କୋଭିଡ୍ ପଜିଟିଭ୍, ୩୩୭୮୬୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଉଦଳା : କୂଅ ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ୫ ତାରିଖରୁ ଥିଲେ ନିଖୋଜ
  • ||
  • ସମ୍ବଲପୁର : ବନ କର୍ମଚାରୀଙ୍କ ଛୁଟି ଉପରେ କଟକଣା, ଅତି ଜରୁରୀ କାମ ନଥିଲେ ନେଇପାରିବେନି ଛୁଟି
  • ||
  • ସୁନ୍ଦରଗଡ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ପାରାଦୀପ : ପଶ୍ଚିମବଙ୍ଗରେ ମହିଳାଙ୍କୁ ଦୁଷ୍କର୍ମ ପରେ କରିଥିଲା ହତ୍ୟା, ପାରାଦୀପରୁ ହେଲା ଗିରଫ
  • ||
  • ଜାଗର ପ୍ରସ୍ତୁତି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗିଲା କଟକଣା, ମାର୍ଚ୍ଚ ୧୦ରୁ ୨ଦିନ ଯାଏଁ ୧୪୪ ଧାରା
  • ||

ରାଜଧାନୀର ୨ଟି ହୋଟେଲ୍‌କୁ ସିଲ୍ କଲା ବିଏମ୍‌ସି

14/07/2020 at 7:11 PM

ଭୁବନେଶ୍ବର୧୪/୭: ରାଜଧାନୀର ୨ଟି ହୋଟେଲ ସିଲ୍‌। କୋଭିଡ୍ ନିୟମ ଉଲଂଘନ ମାମଲାରେ  ୨ଟି  ହୋଟେଲକୁ  ସିଲ କଲା ବିଏମ୍‌ସି। ବିଡିଏ ମୁଖ୍ୟାଳୟ ପଛ ପାଖରେ ଥିବା  ଶୁଭମ୍ ଓ ନୀଳମାଧବ ହୋଟେଲକୁ ବିଏମ୍‌ସି ଏନଫୋର୍ସମେଣ୍ଟ ଟିମ୍ ପକ୍ଷରୁ  ସିଲ୍ କରାଯାଇଛି। କୋଭିଡ୍  ନିୟମ ନ ମାନି  ହୋଟେଲ ଭିତରେ  ଲୋକଙ୍କୁ ଖାଇବାକୁ ଦେଉଥିଲେ।  ଯାହାକି କୋଭିଡ୍ ନିୟମ ବିରୋଧୀ। ନୀଳମାଧବ ହୋଟେଲ ଠାରୁ  ୫ ହଜାର ଟଙ୍କା ଫାଇନ୍ ଆଦାୟ କରାଯାଇଛି। ଏହାସହ ଶୁଭମ୍ ହୋଟେଲ କିଛି ଅସବାବପତ୍ରକୁ ଏନଫୋର୍ସମେଣ୍ଟ ଟିମ୍ ପକ୍ଷରୁ ସିଜ କରାଯାଇଥିବା  କହିଛନ୍ତି ବିଏମ୍‌ସି ଏନଫୋର୍ସମେଣ୍ଟ ଅଫିସର।

   Related Posts