Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ରାଜଧାନୀରେ ବିଏମସିର ନୂଆ ପଦକ୍ଷେପ, ଶନିବାର ବୁଲିବ ଇ-ଓ୍ୱେଷ୍ଟ ଗାଡି

24/07/2021 at 11:52 AM

ଭୁବନେଶ୍ୱର ୨୪/୭: ରାଜଧାନୀରେ ବୁଲିଲା ଇ-ଓ୍ୱେଷ୍ଟ ଗାଡି । ଘରକୁ ଘର ବୁଲି ଲୋକଙ୍କଠାରୁ ସଂଗ୍ରହ କରାଯିବ ନଷ୍ଟ ହୋଇପଡିଥିବା ଇଲେକ୍ଟ୍ରୋନିକ୍ସ । ପ୍ରଥମଥର ପାଇଁ ବିଏମସି ପକ୍ଷରୁ ଏଭଳି ନିଆରା ପଦକ୍ଷେପ ହାତକୁ ନିଆଯାଇଛି । ଖରାପ ହୋଇଯାଇଥିବା ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ନଫୋପାଡି ସଫେଇୱାଲାଙ୍କୁ ଦେବା ପାଇଁ ଅନୁରୋଧ କରିଛି ବିଏମସି ।

ପ୍ରତି ଶନିବାର ଏହି ଇ-ୱେଷ୍ଟ ସଂଗ୍ରହ ସଂଗ୍ରହ କରାଯିବ । ଆଜି ଏହାର ଶୁଭାରମ୍ଭ ହୋଇଛି । ତିନୋଟି ଜୋନରେ ଇଲେକ୍ଟ୍ରୋନିକ୍ସ ୱେଷ୍ଟ ସଂଗ୍ରହ କରିବ ବିଏମସି । ସେପଟେ ବିଏମସିର ଏହି ପଦକ୍ଷେପକୁ ସ୍ୱାଗତ କରାଯାଇଛି ।

   Related Posts