Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣା : ଚଳନ୍ତା କାର ଉପରେ ଓଲଟି ପଡିଲା କଣ୍ଟେନର, ୩ ମୃତ
  • ||
  • ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !
  • ||
  • ବରଗଡ : ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ବୋଲେରୋ, ୩ ମୃତ, ୪ ଗୁରୁତର
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୪ ଗିରଫ
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୩୪ କରୋନା ସଂକ୍ରମିତ, ୩୨୦୦୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ଭୁବନେଶ୍ବରରେ ହୋଲଡିଂ ଟ୍ୟାକ୍ସ ଆଦାୟ କରିବେ ସ୍ଵୟଂ ସହାୟକ ଗୋଷ୍ଠୀ

3/02/2020 at 10:38 PM

ଭୁବନେଶ୍ବର୩/୧: ଭୁବନେଶ୍ବରରେ ହୋଲଡିଂ ଟ୍ୟାକ୍ସ ଆଦାୟ କରିବେ ସ୍ଵୟଂ ସହାୟକ ଗୋଷ୍ଠୀ । ଏଥିପାଇଁ କୋଡ଼ିଏ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ପିଓଏସ୍ ବା ପଏଣ୍ଟ ଅଫ୍ ସେଲ୍ ମେସିନ ପ୍ରଦାନ କରିଛନ୍ତି ବିଏମସି ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ । ୬୭ ଟି ୱାଡ଼ ଅଫିସର୍ ମାନଙ୍କୁ ମଧ୍ୟ ପିଓଏସ ମେସିନ୍ ପ୍ରଦାନ କରାଯାଇଛି । ଏମାନେ ସୋମବାରଠୁ ବିଏମସି ପାଇଁ ହୋଲଡିଂ ଟ୍ୟାକ୍ସ ଆଦାୟ କରୁଛନ୍ତି । କିଭଳି ଲୋକଙ୍କଠାରୁ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରାଯିବ ସେ ନେଇ ପୂର୍ବରୁ ତାଲିମ ଦିଆଯାଇଛି । ଘରକୁ ଘର ବୁଲି ୱାର୍ଡ ଅଫିସରମାନେ ଟ୍ୟାକ୍ସ ଆଦାୟ କରୁଛନ୍ତି । ତେବେ ୱାର୍ଡ ଅଫିସରମାନଙ୍କ କାମକୁ ଥାର୍ଡ ପାର୍ଟି ଅଡିଟ କରିବେ । ଯିଏ ବେଶୀ ଟ୍ୟାକ୍ସ ଆଦାୟ କରିବେ ସେମାନଙ୍କୁ ପଦୋନ୍ନତି ମିଳିବ ବୋଲି ବିଏମସି ନିର୍ଦ୍ଦେଶକ କହିଛନ୍ତି ।

   Related Posts