Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

‘ଭୁବନେଶ୍ୱରରେ ପିକ୍‌ରେ ଅଛି କରୋନା, ୭୪ % ଆକ୍ରାନ୍ତ ସୁସ୍ଥ ହେଲେଣି’- ବିଏମସି କମିଶନର

18/09/2020 at 6:26 PM

ଭୁବନେଶ୍ୱର, ୧୮ ।୦୯:  ଭୁବନେଶ୍ୱରେ କରୋନା ସ୍ଥିତି ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କମିଶନର ପ୍ରେମଚାନ୍ଦ ଚୌଧୁରୀ । ଭୁବନେଶ୍ୱରରେ ଏବେ କରୋନା ପିକ୍‌ରେ ଥିବା ସେ କହିଛନ୍ତି ।

ସେ କହିଛନ୍ତି ଯେ, ବିଏମସିରେ ପ୍ରତିଦିନ ୪ ହଜାରରୁ ଅଧିକ ଟେଷ୍ଟିଂ ହେଉଛି ।ଏବେ ଭୁବନେଶ୍ୱରରେ କରୋନା ପିକ୍‌ରେ ଅଛି । ବିଏମସିରେ ସୁସ୍ଥ ହାର ହେଉଛି ୭୪ ପ୍ରତିଶତ । ଯଦି କୌଣସି ସଂକ୍ରମିତଙ୍କର କିଛି ଅସୁବିଧା ହୁଏ ସେମାନେ ହ୍ୱାଟସଆପ୍ ନମ୍ବରରେ ମେସେଜ କରି ବିଭିନ୍ନ ତଥ୍ୟ ପାଇପାରିବେ ।

ସେ ଆହୁରି କହିଛନ୍ତି ଯେ, ବିଏମସିରେ ହୋମ୍ ଆଇସୋଲେସନ୍ ସଂଖ୍ୟା ବଢିଛି । ଏହାସହ ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତି ମାସ୍କ ପିନ୍ଧିବା ସହ ହାତ ଧୋଇବା ଆବଶ୍ୟକ ବୋଲି ସେ କହିଛନ୍ତି ।

   Related Posts