ଭୁବନେଶ୍ୱର ୨୪।୦୬: ଭୁବନେଶ୍ବର ମଞ୍ଚେଶ୍ବର ସ୍ଥିତ ବ୍ଲୁ ହ୍ବିଲ୍ ହସ୍ପିଟାଲକୁ ସିଲ୍ କରାଯାଇଛି। ଏହି ହସ୍ପିଟାଲରେ ଗତକାଲି ସୁଦ୍ଧା ୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ କୋଭିଡ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ବିଏମସି ଏହି ହସ୍ପିଟାଲକୁ ସିଲ୍ କରିଛି ।
wp:html/wp:htmlBlue Wheel Hospital, Mancheswar has been sealed by BMC authority today because of violation of #COVID19 guidelines of Govt.
— BMC (@bmcbbsr) June 24, 2020
As on 23/6/2020, twenty seven positive cases has been detected from this hospital.
Show cause has also been issued to the hospital. pic.twitter.com/6aDYD7DbSQ
ଏଥିସହିତ ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି। ହସ୍ପିଟାଲରେ କରୋନା ଚିକିତ୍ସା ପାଇଁ ବ୍ୟବସ୍ଥା ନଥିବା ବେଳେ ସେଠାରେ କେମିତି କରୋନା ରୋଗୀ ଚିକିତ୍ସିତ ହେଉଥିଲେ ସେନେଇ ପ୍ରଶ୍ନ ଉଠୁଛି। ହସ୍ପିଟାଲ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ମଧ୍ୟ ଆସିଛି ।