ଆନ୍ଧ୍ର ଓଡିଶା ସୀମାନ୍ତରେ ନକ୍ସଲ ଦମନ ନେଇ ପୋଲିସ ଭବନରେ ଗୁରୁତ୍ୱପୂର୍ଣ ବୈଠକ
5/10/2018 at 12:05 PM

ଭୁବନେଶ୍ୱର ୫/୧୦ : ନକ୍ସଲ ଦମନ ନେଇ ପୋଲିସ ଭବନରେ ଗୁରୁତ୍ୱପୂର୍ଣ ବୈଠକ ବସିବ | ଆନ୍ଧ୍ର ଓଡିଶା ସୀମାନ୍ତରେ ନକ୍ସଲ ଦମନ ନେଇ ପ୍ରସ୍ତୁତ ହୋଇଥିବା ବ୍ଲୁ ପ୍ରିଣ୍ଟ ଉପରେ ଆଲୋଚନା ବୈଠକରେ ପୋଲିସ ଡିଜି ଆର.ପି.ଶର୍ମା ଓ ବହୁ ପୋଲିସ ପଦାଧିକାରୀ ଉପସ୍ଥିତ ରହିବେ | ଆନ୍ଧ୍ର ପ୍ରଦେଶ ପୋଲିସ ଡିଜି ଆର.ପି.ଠାକୁର ଆସି ଭୁବନେଶ୍ୱରରେ ପହଂଚି ସାରିଛନ୍ତି | ଛତିଶଗଡ଼ ଡିଜି ଏ.ଏନ. ଉପାଧ୍ୟାୟ ଆସି ପହଂଚିବା ପରେ, ୩ଟି ରାଜ୍ୟର ଡିଜିଙ୍କୁ ନେଇ ନକ୍ସଲ ଦମନ ଉପରେ ଆଲୋଚନା ହେବ |
Related Posts
ଚାନ୍ଦବାଲି: ଜାଲ ନୋଟ୍ ଜବତ, ଅଭିଯୁକ୍ତକୁ ଧରାଇ ଦେଲେ ମିଠା ଦୋକାନୀ
18 January 2021
ଭଦ୍ରକ: ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ
18 January 2021