Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଆନ୍ଧ୍ର ଓଡିଶା ସୀମାନ୍ତରେ ନକ୍ସଲ ଦମନ ନେଇ ପୋଲିସ ଭବନରେ ଗୁରୁତ୍ୱପୂର୍ଣ ବୈଠକ

5/10/2018 at 12:05 PM

ଭୁବନେଶ୍ୱର ୫/୧୦ : ନକ୍ସଲ ଦମନ ନେଇ ପୋଲିସ ଭବନରେ ଗୁରୁତ୍ୱପୂର୍ଣ ବୈଠକ ବସିବ | ଆନ୍ଧ୍ର ଓଡିଶା ସୀମାନ୍ତରେ ନକ୍ସଲ ଦମନ ନେଇ ପ୍ରସ୍ତୁତ ହୋଇଥିବା ବ୍ଲୁ ପ୍ରିଣ୍ଟ ଉପରେ ଆଲୋଚନା ବୈଠକରେ ପୋଲିସ ଡିଜି ଆର.ପି.ଶର୍ମା ଓ ବହୁ ପୋଲିସ ପଦାଧିକାରୀ ଉପସ୍ଥିତ ରହିବେ | ଆନ୍ଧ୍ର ପ୍ରଦେଶ ପୋଲିସ ଡିଜି ଆର.ପି.ଠାକୁର ଆସି ଭୁବନେଶ୍ୱରରେ ପହଂଚି ସାରିଛନ୍ତି | ଛତିଶଗଡ଼ ଡିଜି ଏ.ଏନ. ଉପାଧ୍ୟାୟ ଆସି ପହଂଚିବା ପରେ, ୩ଟି ରାଜ୍ୟର ଡିଜିଙ୍କୁ ନେଇ ନକ୍ସଲ ଦମନ ଉପରେ ଆଲୋଚନା ହେବ |

   Related Posts