Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||

ପୁରୀ ବେଳାଭୂମିରେ ଉଡିବ ବ୍ଲୁ ଫ୍ଲାଗ୍, ଏକାସହ ଦେଶର ୮ଟି ବିଚ୍‌ରେ ହେବ ଉତ୍ତୋଳନ

28/12/2020 at 9:31 AM

ପୁରୀ ୨୮।୧୨: ପୁରୀ ବେଳାଭୂମିରେ ଆଜି  ଉଡିବ ବ୍ଲୁ ଫ୍ଲାଗ୍ । ପୁରୀ ସହ ଦେଶର ୮ଟି ବେଳାଭୂମିରେ ବ୍ଲୁ ଫ୍ଲାଗ୍ ଉତ୍ତୋଳନ କରିବେ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ।

ପୁରୀ ବେଳାଭୂମିକୁ ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ୍ ମାନ୍ୟତା ପରେ ଆଜି ଅନୁଷ୍ଠାନିକ ଭାବେ ହେବ ବ୍ଲୁ ଫ୍ଲାଗ୍ ଉତ୍ତୋଳନ । ଦିନ ୧୧ଟାରେ ଦେଶର ୮ଟି ବ୍ଲୁ ଫ୍ଲାଗ୍ ବିଚ୍ ରେ ଏହି ଉତ୍ସବ ଏକା ସାଙ୍ଗରେ ଅନୁଷ୍ଠିତ ହେବ ।

ପୁରୀ ବେଳାଭୂମିକୁ ପ୍ରଦୂଷଣମୁକ୍ତ ପଦକ୍ଷେପ ପାଇଁ ତୃତୀୟ ପୁରସ୍କାର ମିଳିଛି । ପୂର୍ବରୁ ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ମାନ୍ୟତା ମିଳିଥିବା ଘୋଷଣା ହୋଇଥିଲା । ଏ ସମ୍ପର୍କରେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

   Related Posts