Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ରକ୍ତଦାତା ସଙ୍ଘ ତରଫରୁ ସାମ୍ବାଦିକ ସମ୍ମିଳନୀ, ହସ୍ପିଟାଲ ଦୁର୍ବ୍ୟବହାର ଘଟଣା ପାଇଁ କାର୍ଯ୍ୟନୁଷ୍ଠାନ ଦାବି

10/04/2021 at 8:30 PM

ନୀଳଗିରି,୧୦/୪: ନୀଳଗିରି ଉପଖଣ୍ଡ ହସ୍ପିଟାଲରେ ତିନିଦିନ ପୂର୍ବରୁ ହୋଇଥିବା ଫଳକ ଭଙ୍ଗାରୁଜା ଘଟଣା ଓ ଏସଡିଏମଓଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଘଟଣାକୁ ନେଇ ନୀଳଗିରି ରକ୍ତଦାତା ସଙ୍ଘ ତରଫରୁ ଏକ ସାମ୍ୱାଦିକ ସମ୍ମିଳନୀ ଡକାଯାଇଥିବା ସୂଚନା ମିଳିଛି । ଏହି ସମ୍ମିଳନୀରେ ଘଟଣାକୁ ନିନ୍ଦା କରିବା ସହ କାର୍ଯ୍ୟନୁଷ୍ଠାନ ଦାବି କରାଯାଇଥିବା ଜଣାପଡ଼ିଛି ।

ନୀଳଗିରି ରକ୍ତଦାତା ସଂଘର ଉପଦେଷ୍ଟା ରବି ରାଉତ, ସମ୍ପାଦକ ବିଜୟ ପାତ୍ର, ସଦସ୍ୟ ଭଗବାନ ମହାନ୍ତି ଉପସ୍ଥିତ ରହି ଡାକ୍ତର ତଥା ଏସଡିଏମଓଙ୍କ ଏତାଦୃଶ ଦୁର୍ବ୍ୟବହାର ଗ୍ରହଣୀୟ ନୁହଁ କହିଥିଲେ । ତେବେ ଘଟଣାର ନିରପେକ୍ଷ ତଦନ୍ତ କରି ସମସ୍ତ ଦୋଷୀଙ୍କ ବିରୁଦ୍ଧରେ ସଂଘ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।

   Related Posts