Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ବୁର୍ଲା ଭୀମସାରରୁ ଆଉ ଜଣେ ଦଲାଲ ଗିରଫ, ରକ୍ତ ଯୋଗାଇଦେବାକୁ ମାଗୁଥିଲେ ୨୫ଶହ ଟଙ୍କା

24/09/2021 at 5:49 PM

ସମ୍ବଲପୁର ୨୪।୯: ବୁର୍ଲା ଭୀମସାର ରକ୍ତ ଭଣ୍ଡାରରୁ ପୁଣି ଜଣେ ରକ୍ତ ଦଲାଲ ଗିରଫ । ଗିରଫ ଅଭିଯୁକ୍ତ ଜଣକ ସତ୍ୟଜିତ ଜେନା ବୋଲି ସୂଚନା ଦେଇଛନ୍ତି ବୁର୍ଲା ଥାନା ଅଧିକାରୀ । ଗିରଫ ଅଭିଯୁକ୍ତ ଜଣକ ଗୁରୁବାର ଗିରଫ ହୋଇଥିବା ଟିବି ଓ୍ବାର୍ଡର ଆଟେଣ୍ଡାଣ୍ଟ ସରୋଜ ଭୋସାଗରଙ୍କ ସହଯୋଗୀ ବୋଲି ପୋଲିସ କହିଛି । ଏମାନେ ଉଭୟେ ମିଶି ଛତିଶଗଡର ଜଣେ ରୋଗୀଙ୍କୁ ରକ୍ତ ଯୋଗାଇଦେବା ନାଁରେ ପଇସା ମାଗିଥିଲେ । ସଠିକ ସମୟରେ ଆକ୍ସନ ଯୋଗୁଁ ଏମାନେ ଧରାପଡିଛନ୍ତି ।

ସୂଚନା ଅନୁସାରେ, ଛତିଶଗଡର ଜଣେ ବ୍ୟକ୍ତି ଟିବିରେ ଆକ୍ରାନ୍ତ ହୋଇ ବୁର୍ଲାରେ ଭର୍ତ୍ତି ହୋଇଥିଲେ । ତେବେ ରୋଗୀଙ୍କ ପାଇଁ ଏ ପଜିଟିଭ ରକ୍ତ ଦରକାର ପଡୁଥିଲା । ଫଳରେ ତାଙ୍କ ସ୍ତ୍ରୀଙ୍କୁ ରକ୍ତ ଯୋଗାଇ ଦେବି କହି ୨୫୦୦ ଟଂକା ମାଗିଥିଲା ଅଭିଯୁକ୍ତ ସରୋଜ । ଏହି ଘଟଣାରେ ସରୋଜ ସହିତ ସତ୍ୟଜିତର ସମ୍ପୃକ୍ତି ଯୋଗୁଁ ତାକୁ ଗିରଫ କରାଯାଇଛି ।

   Related Posts