Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

କଡାକଡି ହେଲା ବ୍ଲକିଂ ଓ ଚେକିଂ: ଜବତ ହେଲା ୮୭୬ ବାଇକ୍‌

13/04/2020 at 1:12 PM

ଭୁବନେଶ୍ବର୧୩/୪: ରାଜ୍ୟରେ ଲକ୍‌ଡାଉନ୍ ଅବଧି ପରେ ବ୍ଲକିଂ ଓ ଚେକିଂକୁ ଆହୁରି କଡାକଡି କରାଯାଇଛି । ଗତକାଲି ରାତି ସୁଦ୍ଧା କଟକ ସହରରେ ପୋଲିସ ପକ୍ଷରୁ ଲକ ଡାଉନ୍ ନିୟମ ଉଲଙ୍ଘନ କରିବା ଅଭିଯୋଗରେ ୮୭୬ ଟି ବାଇକ୍‌ ଜବତ  କରାଯାଇଛି। ତା ସହ ସିଜ୍‌ ହୋଇଥିବା ଗାଡିରୁ ୨ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସେପଟେ ସିଲ୍‌ ହୋଇଥିବା କଣ୍ଟେନମେଣ୍ଟ ଜୋନ୍‌ରୁ କିଛି ଲୋକଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି।

ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ବାକିଥିବା ଲକ୍‌ ଡାଉନ୍ ସମୟକୁ ବେଖାତିର କରୁଛନ୍ତି କିଛି ବାଇକ୍ ଆରୋହୀ। ଏ ନେଇ ଗତକାଲି ଲକ୍‌ଡାଉନ୍ ଉଲଂଘନକାରୀଙ୍କ ବାଇକ୍‌କୁ ପୋଲିସ୍ ଜବତ କରିଛି।

   Related Posts