Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ରରୁଆଁ ବ୍ଲକ କାର୍ଯ୍ୟାଳୟ ୩ଦିନ ଯାଏଁ ସଟ୍‌ଡାଉନ୍‌

4/09/2020 at 8:31 AM

କରଞ୍ଜିଆ ୦୪।୦୯: ଚିନ୍ତା ବଢାଇଛି କରୋନା । ସଂକ୍ରମଣ ରୋକିବାକୁ ସରକାର ଓ ସ୍ଥାନୀୟ ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଛି । ସଂକ୍ରମଣ ଚେନ୍‌ ରୋକିବାକୁ ବିଭିନ୍ନ ସ୍ଥାନରେ ସଟ୍‌ଡାଉନ୍‌ କରାଯାଇଛି । ଏହିପରି ଆଜି ଠାରୁ ୩ ଦିନ ଯାଏ ରରୁଆଁ ବ୍ଲକ କାର୍ଯ୍ୟାଳୟ ପରିସରକୁ ସଟ୍‌ଡାଉନ୍‌ କରାଯାଇଛି ।

ବ୍ଲକ କାର୍ଯ୍ୟାଳୟରୁ ଜଣେ କନିଷ୍ଠ ଯନ୍ତ୍ରୀଙ୍କ କରୋନା ପଜିଟିଭ୍‌ ପରେ ଆକ୍ସନ ମୁଡ଼ରେ ଆସିଯାଇଛି ପ୍ରଶାସନ । ତୁରନ୍ତ ପଦକ୍ଷେପ ନେଇ ବ୍ଲକ ପରିସରକୁ ୩ଦିନ ପାଇଁ ସଟ୍‌ଡାଉନ୍‌ କରାଯାଇଛି । ଆଜି ସକାଳ ୭ଟା ରୁ ସୋମବାର ସକାଳ ୭ଟା ପର୍ଯ୍ୟନ୍ତ ସଟ୍‌ଡାଉନ ଘୋଷଣା କରିଛନ୍ତି ବ୍ଲକ କତ୍ତୃପକ୍ଷ ।

   Related Posts