ବ୍ଲେଡ ବ୍ୟବହାର କରୁଥିବା ଲୋକେ ସତର୍କ ରୁହନ୍ତୁ, କରନ୍ତୁ ନାହିଁ ଏହାର ବ୍ୟବହାର

Published By : Prameya-News7 Bureau | October 03, 2019 IST

ପ୍ରତ୍ୟେକ ଲୋକଙ୍କ ଜୀବନରେ ବ୍ଲେଡର ବ୍ୟବହାର କେବେ ନା କେବେ କିଛି ଜିନିଷ ପାଇଁ ଦରକାର ପଡେ। ଖାସ କରି ପୁରୁଷମାନେ ସେଭିଂ ପାଇଁ ଏହାର ବ୍ୟବହାର କରନ୍ତି। ହେଲେ ବ୍ଲେଡ ବ୍ୟବହାର କରିବା କୌଣସି ବୁଦ୍ଧିମାନ କାମ ନୁହେଁ। କିଛି ଲୋକେ ବ୍ଲେଡର ଧାର ସରିବା ଯାଏଁ ଏହା ବ୍ୟବହାର କରନ୍ତି। କିନ୍ତୁ ବ୍ଲେଡ ବ୍ୟବହାର କରିବା ବେଳେ କୌଣସି ଯାଗାରେ କଟିବା ସୁନିଶ୍ଚିତ ଥାଏ।

{"id":165820}

ଏହା ବ୍ୟତୀତ ବ୍ଲେଡ ବ୍ୟବହାର କଲେ ଜଳାପୋଡା ହେବା, କଟିବା, ପିମ୍ପଲ୍ସ ବାହାରିବାର ଅଧିକ ସମ୍ଭାବନା ରହିଥାଏ। ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଗୋଟେ ବ୍ଲେଡ ଅଧିକ ମାତ୍ରାରେ ବ୍ୟବହାର କଲେ ତାହା ଖରାପ ହୋଇଯାଏ। ଫଳରେ ସ୍କିନ ଏଲେର୍ଜି ଭଳି ସମସ୍ୟା ସାମ୍ନାକୁ ଆସିଥାଏ।

{"id":165821}

ବାରମ୍ବାର ଗୋଟେ ବ୍ଲେଡ ବ୍ୟବହାର କଲେ ଏହା ସ୍କିନ ଉପରେ ଖରାପ ପ୍ରଭାବ ପକାଇପାରେ। ଏହା ଦ୍ବାରା ସ୍କିନ ଏଲର୍ଜି ବଢିବା ସହ ଚେହେରାରେ ଜଳାପୋଡା ମଧ୍ୟ ହୋଇଥାଏ। ଏଥିପାଇଁ ବ୍ଲେଡ ବ୍ୟବହାର କରିବା ଅନୁଚିତ୍‌।ଏହାର ବହୁ ବିକଳ୍ପ ଏବେ ବଜାରରେ ଉପଲବ୍ଧ । ତାହା ବ୍ୟବହାର କରାଯାଇପାରେ ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.