Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ବ୍ଲେଡ ବ୍ୟବହାର କରୁଥିବା ଲୋକେ ସତର୍କ ରୁହନ୍ତୁ, କରନ୍ତୁ ନାହିଁ ଏହାର ବ୍ୟବହାର

3/10/2019 at 5:15 PM

ପ୍ରତ୍ୟେକ ଲୋକଙ୍କ ଜୀବନରେ ବ୍ଲେଡର ବ୍ୟବହାର କେବେ ନା କେବେ କିଛି ଜିନିଷ ପାଇଁ ଦରକାର ପଡେ। ଖାସ କରି ପୁରୁଷମାନେ ସେଭିଂ ପାଇଁ ଏହାର ବ୍ୟବହାର କରନ୍ତି। ହେଲେ ବ୍ଲେଡ ବ୍ୟବହାର କରିବା କୌଣସି ବୁଦ୍ଧିମାନ କାମ ନୁହେଁ। କିଛି ଲୋକେ ବ୍ଲେଡର ଧାର ସରିବା ଯାଏଁ ଏହା ବ୍ୟବହାର କରନ୍ତି। କିନ୍ତୁ ବ୍ଲେଡ ବ୍ୟବହାର କରିବା ବେଳେ କୌଣସି ଯାଗାରେ କଟିବା ସୁନିଶ୍ଚିତ ଥାଏ।

ଏହା ବ୍ୟତୀତ ବ୍ଲେଡ ବ୍ୟବହାର କଲେ ଜଳାପୋଡା ହେବା, କଟିବା, ପିମ୍ପଲ୍ସ ବାହାରିବାର ଅଧିକ ସମ୍ଭାବନା ରହିଥାଏ। ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଗୋଟେ ବ୍ଲେଡ ଅଧିକ ମାତ୍ରାରେ ବ୍ୟବହାର କଲେ ତାହା ଖରାପ ହୋଇଯାଏ। ଫଳରେ ସ୍କିନ ଏଲେର୍ଜି ଭଳି ସମସ୍ୟା ସାମ୍ନାକୁ ଆସିଥାଏ।

ବାରମ୍ବାର ଗୋଟେ ବ୍ଲେଡ ବ୍ୟବହାର କଲେ ଏହା ସ୍କିନ ଉପରେ ଖରାପ ପ୍ରଭାବ ପକାଇପାରେ। ଏହା ଦ୍ବାରା ସ୍କିନ ଏଲର୍ଜି ବଢିବା ସହ ଚେହେରାରେ ଜଳାପୋଡା ମଧ୍ୟ ହୋଇଥାଏ। ଏଥିପାଇଁ ବ୍ଲେଡ ବ୍ୟବହାର କରିବା ଅନୁଚିତ୍‌।ଏହାର ବହୁ ବିକଳ୍ପ ଏବେ ବଜାରରେ ଉପଲବ୍ଧ । ତାହା ବ୍ୟବହାର କରାଯାଇପାରେ ।

 

   Related Posts