ଚିର ଯୌବନ ଚାହାନ୍ତି କି? ଏହି ଫଳର କରନ୍ତୁ ସେବନ, କ୍ୟାନସର ବି ଛୁଇଁବନି କେବେ

Published By : Prameya-News7 Bureau | June 26, 2019 IST

ଏବେ ବଜାରରେ ପ୍ରଚୁର ପରିମାଳର ଜାମୁକୋଳି ମିଳୁଛି । ଜାମୁକୋଳି ଖାଇବାକୁ ଯେତିକି ସୁଆଦିଆ ସ୍ବାସ୍ଥ୍ୟ ପାଇଁ ସେତିକି ଲାଭଦାୟକ। ଗ୍ରୀଷ୍ମ ଶେଷ ଓ ବର୍ଷା ଋତୁ ଆରମ୍ଭରେ ଏହି ଫଳ ପ୍ରଚୁର ମାତ୍ରାରେ ଫଳିଥାଏ।  ଜାମୁକୋଳି ଖାଇଲେ ଶରୀର ରୋଗମୁକ୍ତ ହୋଇଥାଏ। ଏହି ଫଳ ଖାଇଲେ ଶରୀର ସର୍ବଦା ଫିଟ୍‌ ରହେ ଓ ମଣିଷ ବୟସ୍କ ହେଲେ ମଧ୍ୟ କମ ବୟସର ଲାଗେ। ସମସ୍ତେ ସଦା ଯୌବନ ରହିବାକୁ ଚାହାନ୍ତି। ତେବେ ଏଥିପାଇଁ ଜାମୁକୋଳି ଅତ୍ୟନ୍ତ ଉପାଦେୟ। କେବଳ ସେତିକି ନୁହେଁ ଜାମୁକୋଳି ସ୍ମରଣ ଶକ୍ତି ମଧ୍ୟ ବଢାଏ।

{"id":127429}

ଏକ ଗବେଷଣାରୁ ଜଣା ପଡିଥିଲା ଯେ, ଜାମୁକୋଳି ଖାଇଲେ ଶରୀର କ୍ୟାନ୍ସର ଓ ହୃଦ ରୋଗରୁ ରକ୍ଷା ମିଳିବ। ଜାମୁକୋଳିରେ ଏଣ୍ଟି ଅକ୍ସିଡେଣ୍ଟ ତତ୍ତ୍ବ ଥାଏ ଯାହା ଖାଇଲେ ଶରୀରରେ ଅଲ୍‌ଜାଇମର୍‌ ହୋବାର ସମ୍ଭାବନା ନଥାଏ। ଅଲ୍‌ଜାଇମର୍‌ ପାଗଳାମୀର ଏକ ପ୍ରାରମ୍ଭିକ ଅବସ୍ଥା। ଅଧିକାଂଶ ଲୋକେ ଏହି ରୋଗ ବିଷୟରେ ଜାଣିନଥାନ୍ତି। ଏହି ରୋଗ ସ୍ମରଣ ଶକ୍ତି କମ କରିଦିଏ।

{"id":127430}

ହଜାର ହଜାର ଲୋକଙ୍କୁ ନେଇ ଏକ ରିସର୍ଚ୍ଚ କରାଯାଇଥିଲା।  ଗବେଷଣାରୁ ଜଣାପଡିଛି ଯେ,ଯେ, କମ୍‌ ବୟସର ଲୋକେ ଜାମୁକୋଳି ଖାଇବା ଜରୁରୀ। କାରଣ ଏହି ଫଳ ଶରୀର ପାଇଁ ଲାଭଦାୟକ ହୋଇଥାଏ। ଏଥିପାଇଁ ଜାମୁକୋଳି ଆସିଲେ ଏହା ଖାଇବା ଶରୀର ଓ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।  

wp:heading {"level":1}

 

/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.