ଆଜି ଓଡିଶାରେ ବିଜେପିର ପାୱାର ସୋ, ୧୨ଟି ସ୍ଥାନରେ ନିର୍ବାଚନୀ ସଭା

Published By : Prameya-News7 Bureau | April 02, 2019 IST

ଭୁବନେଶ୍ବର ୨|୪ :  ଆଜି ଓଡିଶାରେ ବିଜେପିର ପାୱାର ସୋ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ୩ କେନ୍ଦ୍ରୀୟ ନେତା ଆଜି ନିର୍ବାଚନୀ ପ୍ରଚାର କରୁଛନ୍ତି । ଆଜି ରାଜ୍ୟର ୧୨ଟି ସ୍ଥାନରେ ବିଜେପିର ନିର୍ବାଚନୀ ସଭା । ଭବାନୀପାଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନୀ ପ୍ରଚାର କରିବେ । ପାରାଦୀପ ଓ ତିର୍ତ୍ତୋଲରେ ଶିବରାଜ ସିଂ ଚୌହ୍ବାନଙ୍କ ସଭା । କେନ୍ଦ୍ରମନ୍ତ୍ରୀ ରାଜ କୁମାର ସିଂହଙ୍କ ଗୁଣୁପୁର, ବିଷମକଟକ ଏବଂ କବିସୂର୍ଯ୍ୟନଗରେ ପ୍ରଚାର କରିବେ । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ବାଙ୍ଗିରିପୋଷି, ଉଦଳା ଓ ବାରିପଦାରେ ଆୟୋଜିତ ପ୍ରଚାର ସଭାରେ ଯୋଗଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.