Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ଆଜି ଓଡିଶାରେ ବିଜେପିର ପାୱାର ସୋ, ୧୨ଟି ସ୍ଥାନରେ ନିର୍ବାଚନୀ ସଭା

2/04/2019 at 9:01 AM

ଭୁବନେଶ୍ବର ୨|୪ :  ଆଜି ଓଡିଶାରେ ବିଜେପିର ପାୱାର ସୋ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ୩ କେନ୍ଦ୍ରୀୟ ନେତା ଆଜି ନିର୍ବାଚନୀ ପ୍ରଚାର କରୁଛନ୍ତି । ଆଜି ରାଜ୍ୟର ୧୨ଟି ସ୍ଥାନରେ ବିଜେପିର ନିର୍ବାଚନୀ ସଭା । ଭବାନୀପାଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନୀ ପ୍ରଚାର କରିବେ । ପାରାଦୀପ ଓ ତିର୍ତ୍ତୋଲରେ ଶିବରାଜ ସିଂ ଚୌହ୍ବାନଙ୍କ ସଭା । କେନ୍ଦ୍ରମନ୍ତ୍ରୀ ରାଜ କୁମାର ସିଂହଙ୍କ ଗୁଣୁପୁର, ବିଷମକଟକ ଏବଂ କବିସୂର୍ଯ୍ୟନଗରେ ପ୍ରଚାର କରିବେ । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ବାଙ୍ଗିରିପୋଷି, ଉଦଳା ଓ ବାରିପଦାରେ ଆୟୋଜିତ ପ୍ରଚାର ସଭାରେ ଯୋଗଦେବେ ।

   Related Posts