କଂଗ୍ରେସ ମୁକ୍ତ ଭାରତ ଗଠନ ବିଜେପିର ଲକ୍ଷ

Published By : Prameya-News7 Bureau | August 12, 2018 IST

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନ୍ ଡିଏ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବା ପରେ ରାଜନୀତି ତେଜିଛି । ରାଜ୍ୟରେ ବିଜେଡି-ବିଜେପି ସମ୍ପର୍କ ନେଇ କଂଗ୍ରେସ ଅଭିଯୋଗ ଆଣିବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖି କହିଛନ୍ତି, ଲୁଚିଛି ନା ଗୋଡ ଦି ଟା ଦିଶୁଛି । ଏହା ଉପରେ ଜବାବ ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେପଟେ ବିଜେଡି କହିଛି, ଆମେ ବିଜେପିକୁ ନୁହେଁ ଜେଡିୟୁକୁ ଭୋଟ ଦେଇଛୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.