ନିଯୁକ୍ତି ଦାବିରେ ବିଧାନସଭା ଘେରିବ ବିଜେପି ଯୁବମୋର୍ଚ୍ଚା ; ସାମିଲ ହେବେ ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ପୁନମ୍ ମହାଜନ

Published By : Prameya-News7 Bureau | February 07, 2019 IST

ଭୁବନେଶ୍ବର ୭|୨: ରାଜ୍ୟ ସରକାରଙ୍କ ଯୁବମାରଣା ନୀତି ଏବଂ ବେକାର ଯୁବକ ଯୁବତୀଙ୍କୁ ରୋଜଗାର ଯୋଗାଇଦେବା ଦାବିରେ ବିଧାନସଭା ଘେରିବ ବିଜେପି ଯୁବମୋର୍ଚ୍ଚା । ଏହି ଆନ୍ଦୋଳନରେ ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ପୁନମ୍ ମହାଜନ ସାମିଲ ହେବେ । ଲକ୍ଷାଧିକ ଯୁବକ ଯୁବତୀମାନେ ଆନ୍ଦୋଳନ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିବେ । ଏହା ସହ ସ୍ବରୋଜଗାର ଏବଂ ନିଯୁକ୍ତି ଦେବାରେ ରାଜ୍ୟ ସରକାର ବିଫଳ ଅଭିଯୋଗରେ ଓଡିଆ ଯୁବକ ଯୁବତୀମାନେ ସେମାନଙ୍କ ସାର୍ଟିଫିକେଟ୍ ଫେରାଇବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.