ବିଜେଡିରେ ଯୋଗଦେଲେ ଗଞ୍ଜାମ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟଙ୍କ ସହ ଶତାଧିକ କର୍ମୀ

Published By : Prameya-News7 Bureau | March 30, 2019 IST

ଭୁବନେଶ୍ବର ୩୦|୩ : ଆଜି ବିଜେପି ଘୁମୁସର ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଅନୀଲ କୁମାର ମହାପାତ୍ର, ପୋଲସରାର ବିଧାନସଭା ପ୍ରଭାରୀ, ବିଜେପି ଆସିକା ସମବାୟ ଜିଲ୍ଲା ଆବାହକ ନିଜ ନିଜର ସମର୍ଥକମାନଙ୍କ ସହ ବିଜେପି ଛାଡି ବିଜେଡିରେ ଯୋଗଦେଇଛନ୍ତି । ଦଳରେ ଟିକେଟ୍ ବଣ୍ଟନରେ ଅସମାନତା ଓ ବରିଷ୍ଠ ସ୍ଥାନୀୟ ନେତାଙ୍କୁ ଉପେକ୍ଷା କରାଯାଇଥିବା ପ୍ରତିବାଦ କରି ସେମାନେ ଦଳ ଛାଡିଛନ୍ତି ।

{"id":98398,"align":"center","width":459,"height":612}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.