Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||

ସଚିବାଳୟକୁ ଧସେଇ ପଶିବାକୁ ବିଜେପି କର୍ମୀଙ୍କ ଉଦ୍ୟମ ; ପୋଲିସ-ବିଜେପି କର୍ମୀ ଧସ୍ତାଧସ୍ତି

8/01/2019 at 11:48 AM

ଭୁବନେଶ୍ବର ୮|୧: ଭୁବନେଶ୍ବରରେ ଚାଷ ଓ ଚାଷୀ ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇଛି ବିଜେପି । ସଚିବାଳୟ ଘେରାଉ କରିବା ଉଦ୍ୟମ କରିଛି ବିଜେପି କିଶାନ ମୋର୍ଚ୍ଚା । ପ୍ରଥମ ବ୍ୟାରିକେଟ୍ ଭାଙ୍ଗି ସଚିବାଳୟ ମଧ୍ୟକୁ ଧସେଇ ପଶିଲେ ବିଜେପି କର୍ମୀ । ପୋଲିସ ସହ ବିଜେପି କର୍ମୀ ଧସ୍ତାଧସ୍ତି  ହୋଇଛନ୍ତି । ରାଜ୍ୟର ଧାନମଣ୍ଡି ଖୋଲିବା, କଟନି ଛଟନି ବାହାନାରେ ଚାଷୀଙ୍କୁ ଶୋଷଣ ବନ୍ଦ କରିବାକୁ ବିଜେପି ଦାବି କରିଛି। କେନ୍ଦ୍ରସରକାର ଦେଉଥିବା ଧାନର ସହାୟକ ମୂଲ୍ୟ ୧୭୬୦ ଚାଷୀଙ୍କ ପାଖରେ ପହଁଚାଇବା ଦାବି ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି ।

   Related Posts