Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ବିଧାନସଭାରେ ବିଜେପିର ବିଜୟୀ ପ୍ରାର୍ଥୀଙ୍କ ତାଲିକା

24/05/2019 at 12:04 AM

ଭୁବନେଶ୍ବର ୨୩|ଓଡିଶା ବିଧାନସଭାର ୧୪୬ ଆସନ ପାଇଁ ଭୋଟ ଗଣତି ଚାଲିଥିବା ବେଳେ ବିଜେପିର ବିଜୟୀ ପ୍ରାର୍ଥୀମାନଙ୍କ ତାଲିକା ହସ୍ତଗତ ହୋଇଛି। ବିଳମ୍ବିତ ରାତ୍ରି ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଆସନ୍ତୁ ଜାଣିବା କେଉଁମାନେ ଜିତିଛନ୍ତି।

୧.ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର-ବ୍ରହ୍ମଗିରି
୨.ଜୟନ୍ତ ଷଢଙ୍ଗୀ-ପୁରୀ
୩.ନିତ୍ୟାନନ୍ଦ ଗୋଣ୍ଡ-ଉମରକୋଟ
୪.ଭବାନୀଶଙ୍କର ଭୋଇ-ତଳସରା
୫.କୁସୁମ ଟେଟେ-ସୁନ୍ଦରଗଡ
୬.ଜୟନାରାୟଣ ମିଶ୍ର-ସମ୍ବଲପୁର
୭.ମଦନମୋହନ ଦତ୍ତ-ବାଲେଶ୍ବର ସଦର
୮.ଶଙ୍କର ଓରାମ-ବୀରମିତ୍ରପୁର
୯.ନାଉରୀ ନାୟକ-ରେଙ୍ଗଲୀ
୧୦.ସୁବାସ ପାଣିଗ୍ରାହୀ-ଦେବଗଡ
୧୧.କେ.ନାରାୟଣ ରାଓ-ପାରଳାଖେମୁଣ୍ଡି
୧୨.ଡା.ବୁଧୁରାମ ମୁର୍ମୁ-ସାରସକଣା
୧୩.ସୁକାନ୍ତ ନାୟକ-ନିଳଗିରି
୧୪.ସନାତମ ବିଜୁଳି-ବଡସାହି
୧୫.ପ୍ରକାଶ ସୋରେନ-ବାରିପଦା
୧୬.ମୁକେଶ ମହାଲିଙ୍ଗ-ଲୋଇସିଂଗା

   Related Posts