ବିଧାନସଭାରେ ବିଜେପିର ବିଜୟୀ ପ୍ରାର୍ଥୀଙ୍କ ତାଲିକା

Published By : Prameya-News7 Bureau | May 24, 2019 IST

ଭୁବନେଶ୍ବର ୨୩|ଓଡିଶା ବିଧାନସଭାର ୧୪୬ ଆସନ ପାଇଁ ଭୋଟ ଗଣତି ଚାଲିଥିବା ବେଳେ ବିଜେପିର ବିଜୟୀ ପ୍ରାର୍ଥୀମାନଙ୍କ ତାଲିକା ହସ୍ତଗତ ହୋଇଛି। ବିଳମ୍ବିତ ରାତ୍ରି ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଆସନ୍ତୁ ଜାଣିବା କେଉଁମାନେ ଜିତିଛନ୍ତି।

୧.ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର-ବ୍ରହ୍ମଗିରି
୨.ଜୟନ୍ତ ଷଢଙ୍ଗୀ-ପୁରୀ
୩.ନିତ୍ୟାନନ୍ଦ ଗୋଣ୍ଡ-ଉମରକୋଟ
୪.ଭବାନୀଶଙ୍କର ଭୋଇ-ତଳସରା
୫.କୁସୁମ ଟେଟେ-ସୁନ୍ଦରଗଡ
୬.ଜୟନାରାୟଣ ମିଶ୍ର-ସମ୍ବଲପୁର
୭.ମଦନମୋହନ ଦତ୍ତ-ବାଲେଶ୍ବର ସଦର
୮.ଶଙ୍କର ଓରାମ-ବୀରମିତ୍ରପୁର
୯.ନାଉରୀ ନାୟକ-ରେଙ୍ଗଲୀ
୧୦.ସୁବାସ ପାଣିଗ୍ରାହୀ-ଦେବଗଡ
୧୧.କେ.ନାରାୟଣ ରାଓ-ପାରଳାଖେମୁଣ୍ଡି
୧୨.ଡା.ବୁଧୁରାମ ମୁର୍ମୁ-ସାରସକଣା
୧୩.ସୁକାନ୍ତ ନାୟକ-ନିଳଗିରି
୧୪.ସନାତମ ବିଜୁଳି-ବଡସାହି
୧୫.ପ୍ରକାଶ ସୋରେନ-ବାରିପଦା
୧୬.ମୁକେଶ ମହାଲିଙ୍ଗ-ଲୋଇସିଂଗା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.