Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲା : ଆଜି କମିଶନଙ୍କ କାର୍ଯ୍ୟାଳୟ ଘେରିବ ବିଜେପି

28/10/2019 at 11:21 AM

 ଭୁବନେଶ୍ବର ୨୮/୧୦:  ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାରେ ଆଜି ରାଜ୍ୟ ମହିଳା କମିଶନ ଅଫିସ ଘେରାଇ କରିବ ବିଜେପି । ସ୍ମିତା ରାଣୀଙ୍କ  ମୃତ୍ୟୁକୁ ୧୨ ଦିନ ବିତିଗଲାଣି । ହେଲେ ଖୋଲିଲାନି ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ରହସ୍ୟ । ଏହି ମାମଲାକୁ ନେଇ ରାଜନୀତିରେ ନିଆଁ ଜଳୁଛି ।

ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତି ହୁଲସ୍ତୁଲ ହେଉଛି । କିନ୍ତୁ ଏତିକି ବେଳେ ମହିଳା କମିଶନଙ୍କ କାର୍ଯ୍ୟକଳାପକୁ ନେଇ ଉଠିଛି ପ୍ରଶ୍ନ । ମହିଳା କମିଶନଙ୍କ ତଦନ୍ତକୁ ନେଇ ଗଣ୍ଠି କରିଛନ୍ତି ବିରୋଧୀ । 5T କଥା କହୁଥିବା ରାଜ୍ୟ ସରକାରଙ୍କ ମହିଳା କମିଶନର କିନ୍ତୁ ତଦନ୍ତ ବେଳେ ଏହାକୁ ଭୁଲି ଯାଇଛନ୍ତି । ଏହାକୁ ନେଇ ବିଜେପି ଆଜି ରାଜରାସ୍ତାକୁ ଓହ୍ଲାଇବ ।

   Related Posts