Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ଆସନ୍ତା ବିଧାନସଭା ନିର୍ବାଚନରେ ବିଜେପି ମାତ୍ର ୧୨ଟି ଆସନ ପାଇବ: ଦେବାଶିଷ ସାମନ୍ତରାୟ

9/12/2018 at 3:00 PM

କଟକ ୯|୧୨: ୫ଟି ରାଜ୍ୟର ବିଧାନସବା ପାଇଁ ଭୋଟ ଗ୍ରହଣ ପରେ ପ୍ରକାଶ ପାଇଥିବା ଏକ୍‌ଜିଟ ପୋଲ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ଏକଜିଟ ପୋଲରେ କେନ୍ଦ୍ରରେ ଶାସନରେ ଥିବା ବିଜେପି ପାଇଁ ୫ ରାଜ୍ୟର ଏକଜିଟ୍‌ ପୋଲ ଉତ୍ସାହ ଜନକ ନୁହେଁ ବୋଲି ବିରୋଧୀମାନେ କହିବାରେ ଲାଗିଛନ୍ତି । ରାଜ୍ୟ ବିଜେଡି ମଧ୍ୟ ସମାନ ବାବଦରେ ପ୍ରତିକ୍ରୀୟା ପ୍ରକାଶ କରିବାରେ ଲାଗିଛି । ଏକଜିଟ ପୋଲ ଫଳାଫଳା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ଦେବାଶିଷ ସାମାନ୍ତରାୟ । ସେ କହିଛନ୍ତି ଯେ, ଯେଉଁ ଭଳି ଏକଜିଟ ପୋଲ ଆସିଛି ତାହା ବିଜେପି ପାଇଁ ଚିନ୍ତା ବଢାଇଛି ।ରାଜ୍ୟରେ ଅମିତ ଶାହାଙ୍କ ୧୨୦ ମିଶନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି । ଏକଜିଟ ପୋଲ ପରେ ଲାଗୁଛି ଯେ, ଆଗାମୀ ବିଧାନସବା ନିର୍ବାଚନରେ ବିଜେପି ଯେଉଁ ୧୨୦ ଆସନ ହାସଲ କରିବ ବୋଲି ଆଶା ବାନ୍ଧିଛି ସେହି ୧୨୦ରୁ ଶୂନ ଉଡିଯିବ ଅର୍ଥାତ ୧୨ଟି ଆସନ ପାଇବ ବୋଲି ଦେବାଶିଷ କହିଛନ୍ତି ।

   Related Posts