Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଶିକ୍ଷା ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲା ବିଜେପି

31/03/2019 at 3:28 PM

ଭୁବନେଶ୍ବର ୩୧|୩ : ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି । ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚଶିକ୍ଷା ଭୁଶୁଡି ପଡିଛି । ଓଡିଆ ପିଲା ସରକାରୀ ସ୍କୁଲରେ ପାଠ ପଢି ପାରୁନାହାନ୍ତି । ୬୬ ପ୍ରତିଶତ ସ୍କୁଲରେ ୩୦ ପିଲାକୁ ଜଣେ ଶିକ୍ଷକ ଅନୁପାତ ନାହିଁ । ୩୬ ହଜାର ସ୍କୁଲରେ କାମଚଳା ପ୍ରଧାନଶିକ୍ଷକ ଥିବାବେଳେ ୧୧,୧୯୨ ସ୍କୁଲରେ ଶିକ୍ଷକ ନାହାନ୍ତି । ଏହାସହ ୩୨ ହଜାର ସ୍କୁଲରେ ଖେଳ ପଡିଆ ନାହିଁ । ଭୋଟ୍ ପାଇଁ ସରକାର ୧୨ ଶହ କୋଟି ଟଙ୍କା ଆମ ଗାଁ  ଆମ ବିକାଶକୁ ଦେଲେ ।  ୪୦୦ କୋଟି ବିଜୁ ଯୁବ ବାହିନୀକୁ ଦେଲେ । ହେଲେ ଶିକ୍ଷକଙ୍କୁ ଦରମା ମିଳୁନଥିବା ବିଜେପି ଅଭିଯୋଗ କରିଛି ।

ସେହିପରି ସରକାରୀ କଲେଜରେ ୧୩୮୫ ଅଧ୍ୟାପକ ପଦରୁ ୭୯୦ ଖାଲି ପଡିଛି । ସରକାର ଏହାର ଉତ୍ତର ରଖନ୍ତୁ ବୋଲି ପ୍ରେସମିଟ୍‌ରେ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ପ୍ରଶ୍ନ କରିଛନ୍ତି ।

   Related Posts