ସୋସିଆଲ ମିଡିଆରେ ଗୁଇନ୍ଦା ରିପୋର୍ଟ ବୁଲିବା ପ୍ରସଙ୍ଗରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେପି
19/03/2019 at 2:04 PM

ଭୁବନେଶ୍ବର ୧୯/୩ : ସୋସିଆଲ ମିଡିଆରେ ଗୁଇନ୍ଦା ରିପୋର୍ଟ ବୁଲିବା ପ୍ରସଙ୍ଗରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେପି ପ୍ରତିନିଧି | ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ଟିମ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି | ସୋସିଆଲ ମିଡିଆରେ ଏଭଳି ଚିଠି କିଭଳି ବୁଲିଲା, ତାର ଉଚ୍ଚ ସ୍ଥରୀୟ ତଦନ୍ତ ହେଉ ବୋଲି ଦାବି କରିଛି ଟିମ | ବିଜେଡିର ପ୍ରେସମିଟ ପରେ ପୋଲିସର ଆଚରଣ ନେଇ ପ୍ରଶ୍ନ ଉଠାଇଲା ବିଜେପି | ଚିଠିର ଫୋରେନସିକ୍ ଟେଷ୍ଟ ପାଇଁ ଦାବି କରିଛି ବିଜେପି |
Related Posts
ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
25 January 2021
ରାସ୍ତାରେ ଟ୍ରାକ୍ଟର ବୋଝେଇ ଧାନ ରଖି ଅବରୋଧ, ଯାତାୟତ ବାଧାପ୍ରାପ୍ତ
25 January 2021