ବିଜେଡି ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେପି ଟିମ୍

Published By : Prameya-News7 Bureau | September 25, 2021 IST

ଭୁବନେଶ୍ବର ୨୫।୯: ବିଜେଡି ପ୍ରଚାରରେ ଷ୍ଟେଜ ପରିଚାଳନା କରୁଛନ୍ତି ୪ର୍ଥ ଶ୍ରେଣୀ କର୍ମଚାରୀ । ଜଣେ ସରକାରୀ କର୍ମଚାରୀ ଢେଙ୍କାନାଳ ବିଧାୟକଙ୍କୁ ମାଳ ପିନ୍ଧାଇବା ସହ ଲୋକ ଜୋଗାଡ଼ କରିଥିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଫେରାଦ ହୋଇଛି ବିଜେପି । ବିଜେପି ମୁଖପାତ୍ର ଉର୍ମିଳା ମହାପାତ୍ରଙ୍କ ନେତୃତ୍ବରେ ଫେରାଦ ହେଲା ବିଜେପିର ଏକ ଟିମ୍ । ୯୭ଟି ସମ୍ବେଦନଶୀଳ ବୁଥରେ କେନ୍ଦ୍ରୀୟ ଫୋର୍ସ ମୁତୟନ ସହ ୱେବ୍ କାଷ୍ଟିଂ କରିବା ପାଇଁ ସିଇଓଙ୍କ ନିକଟରେ ଦାବି ଜଣାଇଛି ବିଜେପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.