Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଓଡ଼ିଶାରେ ଫନି ପରଠାରୁ ଆବାସ ଯୋଜନାରେ ଗୋଟିଏ ବି କାର୍ଯ୍ୟାଦେଶ ଦିଆଯାଇନି : ବିଜେପି

5/03/2020 at 3:13 PM

ଭୁବନେଶ୍ବର ୫।୩: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଗ୍ୟତା ବଣ୍ଟନ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି । ଓଡ଼ିଶାରେ ଫନି ପରଠାରୁ ଆବାସ ଯୋଜନାରେ ଗୋଟିଏ ବି କାର୍ଯ୍ୟାଦେଶ ଦିଆଯାଇନି।

ଆଜି ସୁଦ୍ଧା ତାଲିକା ଚୂଡାନ୍ତ ହୋଇନି । ବିଜୁ ବାବୁଙ୍କ ଜୟନ୍ତୀରେ ସରକାର ମିଛ କହୁଛନ୍ତି । ରାଜ୍ୟ ସରକାର ୨୫ ଲକ୍ଷ ଘର କରିଥିବା କହୁଛନ୍ତି, ହେଲେ ୨୧ ଲକ୍ଷ ଘର ପାଇଁ କେନ୍ଦ୍ର ସରକାର ଅର୍ଥ ଦେଇଛନ୍ତି । ଯୋଗ୍ୟ ହିତାଧିକାରୀ କାର୍ଡ ଦେବାକୁ ବିଜେଡି କିଏ ବୋଲି ବିଜେପି ପ୍ରଶ୍ନ କରିଛି ?  ଏନେଇ  ବିଜେପିର ସମସ୍ତ ସାଂସଦ, ବିରୋଧୀ ଦଳ ନେତା, ଉପନେତା ଏବଂ କିଛି ବିଜେପି ବିଧାୟକ କେନ୍ଦ୍ର  ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ଭେଟି ଫେରାଦ ହୋଇଛନ୍ତି ।

   Related Posts