Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଜେପି ସମର୍ଥକଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ ଅଭିଯୋଗ

19/04/2019 at 9:37 AM

ନୀଳଗିରି ୧୯|୪: ବାଲେଶ୍ବର ଜିଲ୍ଲା ନୀଳଗିରି ପୁଣ୍ଡାଳ ଗାଁରେ ବିଜେପି ସମର୍ଥକଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ ଅଭିଯୋଗ ହୋଇଛି । ଗାଁର ଶଶିଧର ମହାଳିକ ଘରକୁ ଫେରୁଥିବା ବେଳେ ସେହି ଗ୍ରାମର କିଛି ବିଜେଡି କର୍ମୀ ତାଙ୍କୁ ମାରଧର କରିଥିବା ଶଶୀ ଅଭିଯୋଗ କରିଛନ୍ତି । ଏନେଇ ଆହତ ଶଶିଧର ନୀଳଗିରି ଥାନାର ମଧ୍ୟ ଦ୍ବାରସ୍ଥ ହୋଇଛନ୍ତି । ସେପଟେ ସମ୍ପୃକ୍ତ ଘଟଣା ପରେ ଗ୍ରାମର ଉତ୍ତେଜନା ଦେଖାଦେଇଛି । 

   Related Posts