Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ନିର୍ବାଚନ ଲାଗି ବିଜେପିର ଆରମ୍ଭ ହେଲା ପ୍ରଚାର ଅଭିଯାନ

28/03/2019 at 7:45 PM

ଭୁବନେଶ୍ବର୨୮|୩: ନିର୍ବାଚନ ଲାଗି ବିଜେପିର ଆରମ୍ଭ ହେଲା ପ୍ରଚାର ଅଭିଯାନ । ବିଜେପି କାର୍ଯ୍ୟାଳୟରେ ରାଜ୍ୟ ପ୍ରଭାରୀ ଅରୁଣ ସିଂହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷଷ୍ଟ ନେତା ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, ବିଜୟ ମହାପାତ୍ର, ବିଶ୍ବଭୂଷଣ ହରିଚନ୍ଦନ ପ୍ରମ୍ମୁଖ ସ୍ବତନ୍ତ୍ର ଉତ୍ସବରେ ପ୍ରଚାର ଅଭିଯାନର ଶୁଭାରମ୍ଭ କରିଛନ୍ତି । ପ୍ରଚାର ଲାଗି ଓଡିଓ ଭିଡିଓ ସିଡି,ପୋଷ୍ଟର ରିଲିଜ କରିଥିଲେ । ଏହା ସହ ପ୍ରଚାର ଗାଡିର ମଧ୍ୟ ଶୁଭାରମ୍ଭ କରିଥିଲେ ବରିଷ୍ଠ ନେତାମାନେ । ଏହି ଅବସରରେ ପ୍ରଚାର ଭିଡିଓ ସହ କଳାକାର ମାନେ ନୃତ୍ୟ ପ୍ରଦର୍ଶନ କରିଥିଲେ ।

   Related Posts