ବାଲେଶ୍ବର ସିମୁଳିଆରେ ବିଜେପିର ମିଶ୍ରଣ ପର୍ବ; ବିଜେପିରେ ମିଶିବେ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା

Published By : Prameya-News7 Bureau | October 21, 2018 IST

ବାଲେଶ୍ବର ୨୧|୧୦: ଆଜି ବିଜେପିର ମିଶ୍ରଣ ପର୍ବ । ଦଳରେ ସାମିଲ ହେବେ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା । ଏହାସହ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ମଧ୍ୟ ବିଜେପିରେ ମିଶିବେ । ବାଲେଶ୍ବର ଜିଲ୍ଲା ସିମୁଳିଆ ନିର୍ବାଚନମଣ୍ଡଳୀ ପତିରାଜପୁର ମେଳନ ପଡିଆରେ ଅନୁଷ୍ଠିତ ଦଳର ସମାବେଶରେ ମିଶ୍ରଣ ପର୍ବ ହେବ । ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ପ୍ରମୁଖ ଯୋଗେଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.