ପ୍ରକାଶ ପାଇଲା ବିଜେପିର ଲୋକସଭା ପାର୍ଥୀ ତାଲିକା, ଅପରାଜିତା ଭୁବନେଶ୍ଵର ଓ ବୈଜୟନ୍ତ କେନ୍ଦ୍ରାପଡ଼ାରୁ ...

Published By : Prameya-News7 Bureau | March 21, 2019 IST

ଭୁବନେଶ୍ଵର ୨୧/୩- ପ୍ରକାଶ ପାଇଲା ବିଜେପିର ଲୋକସଭା ପାର୍ଥୀ ତାଲିକା । ଆଜି ୧୦ଟି ଲୋକସଭା ଆସନ ପାଇଁ ବିଜେପି କରିଛି ପାର୍ଥୀଙ୍କର ତାଲିକା ପ୍ରକାଶ କରିଛି । କିଏ କେଉଁ ଆସନରୁ ଲଢ଼ିବେ ଆସନ୍ତୁ ଜାଣିବା  ।

ଭୁବନେଶ୍ଵର- ଅପରାଜିତା ଷଡ଼ଙ୍ଗୀ

କେନ୍ଦ୍ରାପଡ଼ା-ବୈଜୟନ୍ତ ପଣ୍ଡା

ବାଲେଶ୍ଵର-ପ୍ରତାପ ଷଡ଼ଙ୍ଗୀ

ଆସ୍କା-ଭୃଗୁ ବକ୍ସିପାତ୍ର

ଢ଼େଙ୍କାନାଳ-ରୁଦ୍ର ନାରାୟଣ ପାଣି

ଆସିକା-ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ

ବଲାଙ୍ଗିର-ସଂଗୀତା ସିଂଦେଓ

କେନ୍ଦୁଝର- ଅନନ୍ତ ନାୟକ

ସୁନ୍ଦରଗଡ଼-ଜୁଏଲ ଓରାମ

ନବରଙ୍ଗପୁର-ବଳଭଦ୍ର ମାଝି

ଅବଶିଷ୍ଟ ପାର୍ଥୀତାଲିକା ପ୍ରକାଶ ପାଇଲା ପରେ ଜଣାପଡ଼ିବ ଲୋକସଭା ପାଇଁ ରାଜନୀତି ମୈଦାନରେ କାହା ସହ କିଏ ଦେବ କଡ଼ା ଟକ୍କର ।

{"id":95681}
{"id":95682}
{"id":95683}
{"id":95685}
{"id":95686}
{"id":95687}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.