Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||
  • ଭୁବନେଶ୍ବର : DRDO ତଥ୍ୟ ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ନୂଆ ତଥ୍ୟ, ଦୁବାଇ ଲୁଲୁ ଇଣ୍ଟରନ୍ୟାସନାଲ୍ ଏଜେନ୍ସିରୁ ଆସିଥିଲା ଟଙ୍କା
  • ||

ପ୍ରକାଶ ପାଇଲା ବିଜେପିର ଲୋକସଭା ପାର୍ଥୀ ତାଲିକା, ଅପରାଜିତା ଭୁବନେଶ୍ଵର ଓ ବୈଜୟନ୍ତ କେନ୍ଦ୍ରାପଡ଼ାରୁ …

21/03/2019 at 7:54 PM

ଭୁବନେଶ୍ଵର ୨୧/୩- ପ୍ରକାଶ ପାଇଲା ବିଜେପିର ଲୋକସଭା ପାର୍ଥୀ ତାଲିକା । ଆଜି ୧୦ଟି ଲୋକସଭା ଆସନ ପାଇଁ ବିଜେପି କରିଛି ପାର୍ଥୀଙ୍କର ତାଲିକା ପ୍ରକାଶ କରିଛି । କିଏ କେଉଁ ଆସନରୁ ଲଢ଼ିବେ ଆସନ୍ତୁ ଜାଣିବା  ।

ଭୁବନେଶ୍ଵର- ଅପରାଜିତା ଷଡ଼ଙ୍ଗୀ

କେନ୍ଦ୍ରାପଡ଼ା-ବୈଜୟନ୍ତ ପଣ୍ଡା

ବାଲେଶ୍ଵର-ପ୍ରତାପ ଷଡ଼ଙ୍ଗୀ

ଆସ୍କା-ଭୃଗୁ ବକ୍ସିପାତ୍ର

ଢ଼େଙ୍କାନାଳ-ରୁଦ୍ର ନାରାୟଣ ପାଣି

ଆସିକା-ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ

ବଲାଙ୍ଗିର-ସଂଗୀତା ସିଂଦେଓ

କେନ୍ଦୁଝର- ଅନନ୍ତ ନାୟକ

ସୁନ୍ଦରଗଡ଼-ଜୁଏଲ ଓରାମ

ନବରଙ୍ଗପୁର-ବଳଭଦ୍ର ମାଝି

ଅବଶିଷ୍ଟ ପାର୍ଥୀତାଲିକା ପ୍ରକାଶ ପାଇଲା ପରେ ଜଣାପଡ଼ିବ ଲୋକସଭା ପାଇଁ ରାଜନୀତି ମୈଦାନରେ କାହା ସହ କିଏ ଦେବ କଡ଼ା ଟକ୍କର ।

   Related Posts