ପ୍ରକାଶ ପାଇଲା ବିଜେପିର ବିଧାନସଭା ପାର୍ଥୀ ତାଲିକା, ୧୦୦ଟି ବିଧାନସଭା ଆସନ ପାଇଁ ବିଜେପି କରିଛି ପ୍ରାର୍ଥୀଙ୍କର ତାଲିକା ପ୍ରକାଶ

Published By : Prameya-News7 Bureau | March 22, 2019 IST

ଭୁବନେଶ୍ଵର ୨୨/୩- ପ୍ରକାଶ ପାଇଲା ବିଜେପିର ବିଧାନସଭା ପାର୍ଥୀ ତାଲିକା । ଆଜି ୧୦୦ଟି ବିଧାନସଭା ଆସନ ପାଇଁ ବିଜେପି କରିଛି ପାର୍ଥୀଙ୍କର ତାଲିକା ପ୍ରକାଶ କରିଛି । କିଏ କେଉଁ ଆସନରୁ ଲଢ଼ିବେ ଆସନ୍ତୁ ଜାଣିବା ।

ପଦ୍ମପୁର–ପ୍ରଦୀପ ପୁରୋହିତ, ବରଗଡ଼–ଅସ୍ୱିନୀ ସଡ଼ଙ୍ଗୀ, ଅତାବିରା–ମିଲନ ସେଠ୍, ବ୍ରଜରାଜନଗର–ଶ୍ରମତୀ ରାଧାରାଣୀ ପଣ୍ଡା, ତଳସରା–ଭବାନୀ ଭୋଇ, ସୁନ୍ଦରଗଡ଼–ଶ୍ରୀମତୀ କୁସୁମ ଟେଟେ, ବୀରମିତ୍ରପୁର–ଶଙ୍କର ଓରାମ, ରଘୁନାଥପାଲି– ଜଗବନ୍ଧୁ ବେହେରା, ରାଉରକେଲା–ନିହାର ରାୟ, ରାଜଗାଙ୍ଗପୁର-ନରସିଂହ ମିଞ୍ଜ, ବଣେଇ–ଅନୀଲ ବରାଳ, କୁଚିଣ୍ଡା–ରବି ନାରାୟଣ ନାୟକ, ରେଙ୍ଗାଲି –ନାଉରୀ ନାୟକ, ସମ୍ୱଲପୁର-ଜୟନାରାୟଣ ମିଶ୍ର, ତେଲକୋଇ-ଧନୁଜୟ ସିଦ୍ଧୁ, ଘସିପୁରା-ପୃଥ୍ବୀରାଜ କହଁର, ଆନନ୍ଦପୁର-ଭାଗିରଥୀ ସେଠୀ, ପାଟଣା-ଭବାନୀଶଙ୍କର ନାୟକ, କେନ୍ଦୁଝର-ମୋହନ ମାଝୀ, ଯଶୀପୁର-ଗଣେଶରାମ ଖୁଣ୍ଟିଆ, ସାରଶକଣା-ଡକ୍ଟର ଭୁଦାନ ମୁର୍ମୁ, ବାଙ୍ଗିରୀପୋଷି-ସୁକୁଡା ମୁର୍ମୁ, କରଞ୍ଜିଆ-ପଦ୍ମଚରଣ ହାଇବ୍ରୁ, ଉଦଳା-ଭାସ୍କର ମଢେଇ, ବଡସାହି-ସନାତନ ବିଜୁଳି, ବାରିପଦା-ପ୍ରକାଶ ସୋରେନ୍‌, ଜଳେଶ୍ବର-ଜୟନାରାୟଣ ମହାନ୍ତି, ବାଲେଶ୍ବର-ମଦନ ମୋହନ ଦତ୍ତ, ରେମୁଣା-ଗୋବିନ୍ଦ ଚନ୍ଦ୍ର ଦାସ, ସୋର-ରାକେଶ ମଲ୍ଲିକ, ସିମୁଳିଆ-ପଦ୍ମଲୋଚନ ପଣ୍ଡା, ବାସୁଦେବପୁର-ମାଧବାନନ୍ଦ ମଲ୍ଲିକ, ଧାମନଗର-ବିଷ୍ଣୁ ସେଠୀ, ଚାନ୍ଦବାଲି-ମନମୋହନ ସାମଲ, ବିଞ୍ଝାରପୁର-ବବିତା ମଲ୍ଲିକ, ବରୀ-ବିଶ୍ବରଞ୍ଜନ ମଲ୍ଲିକ, ବଡଚଣା-ଅମର ନାୟକ, ଧର୍ମଶାଳା-ତୁଷାର ପରିଡ଼ା, ଯାଜପୁର- ଗୌତମ ରାୟ, କୋରେଇ-ବିଶ୍ବଜିତ୍‌ ନାୟକ, ସୁକିନ୍ଦା-ପ୍ରଦୀପ ବଲସମାତା, ଢେଙ୍କାନାଳ-କୃଷ୍ଣଚନ୍ଦ୍ର ପାତ୍ର, ହିନ୍ଦୋଳ-ଅଶୋକ ନାୟ, କାମାକ୍ଷାନଗର-ଶତୃଘ୍ନ ଜେନା, ପରଜଙ୍ଗ-ବିଭୁତି ପ୍ରଧା, ପାଲଲହଡା-ଅଶୋକ ମହାନ୍ତି, ତାଳଚେର-କାଳନ୍ଦି ସାମଲ, ଅନୁଗୋଳ-ପ୍ରତାପ ପ୍ରଧାନ, ଛେଣ୍ଡିପଦା-ଅଗସ୍ତୀ ବେହେରା, ଲୋଇସିଂହା-ମୁକେଶ ମହାଲିଙ୍ଗ, ପାଟଣାଗଡ-କନକ ବର୍ଦ୍ଧନ ସିଂଦେଓ, ଟିଟିଲାଗଡ-ଅଶୋକ ଦୋରା, କଣ୍ଟାବାଞ୍ଜି-ଲକ୍ଷ୍ମଣ ବାଗ୍‌, ଖରିଆର- ରୀତାରାଣୀ ବଗର୍ତ୍ତି, ଉମରକୋଟ-ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର-ଗୌରୀ ମାଝୀ, ଲାଞ୍ଜିଗଡ-ରମେଶ ମାଝୀ, ଜୁନାଗଡ-ମନୋଜ ମେହେର, ଧର୍ମଗଡ-ଅନନ୍ତ ପ୍ରତାପ ଦେଓ, ନର୍ଲା-ଅନିରୁଦ୍ଧ ପ୍ରଧାନ, ବାଲିଗୁଡା-କରେନ୍ଦ୍ର ମାଝୀ, ଜି.ଉଦୟଗିରି-ଅର୍ଚ୍ଚନା ପ୍ରଧାନ, କଣ୍ଟାମାଳ-କହ୍ନେଇ ଡଙ୍ଗ, ବୌଦ୍ଧ-ସୁଶାନ୍ତ ପ୍ରଧାନ, ବଡମ୍ବା-ବିଜୟ କୁମାର ଦଳବେହେରା, ବାରବାଟୀ କଟକ-ସମୀର ଦେ, ଚୌଦ୍ବାର କଟକ- ନୟନ କିଶୋର ମହାନ୍ତି, କଟକ ସଦର- ଦିଲ୍ଲୀପ ମଲ୍ଲିକ, ସାଲେପୁର-ପ୍ରକାଶ ବେହେରା, ମାହାଙ୍ଗା-ସାରଦା ପ୍ରଧାନ, ଆଳି-ଦୋଳଗୋବିନ୍ଦ ନାୟକ, ରାଜନଗର-ଅଲେଖ ଜେନା, ତିର୍ତ୍ତୋଲ-ରମାକାନ୍ତ ଭୋଇ, ବାଲିକୁଦା ଏରସମା-ଦାମୋଦର ରାଉତ, ଜଗତସିଂପୁର-ସତ୍ୟବ୍ରତ ମହାପାତ୍ର, କାକଟପୁର-ତୁଷାରକାନ୍ତି ବେହେରା, ନିମାପଡା- ପ୍ରଭାତୀ ପରିଡା, ବ୍ରହ୍ମଗିରି-ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ସତ୍ୟବାଦୀ-ଓମ୍‌ପ୍ରକାଶ ମିଶ୍ର, ପିପିଲି-ଆଶ୍ରିତ ପଟ୍ଟନାୟକ, ଭୁବନେଶ୍ବର କେନ୍ଦ୍ର-ଜଗନ୍ନାଥ ପ୍ରଧାନ, ଏକାମ୍ର ଭୁବନେଶ୍ବର-ବାବୁ ସିଂ, ଖୋର୍ଦ୍ଧା-କାଳୁ ଖଣ୍ଡାୟତରାୟ, ଚିଲିକା-ପୃଥ୍ବୀରାଜ ହରିଚନ୍ଦନ, ରଣପୁର-ସୁରମା ପାଢୀ, ଖଣ୍ଡପଡ଼ା-ସିଦ୍ଧାର୍ଥ ସିଂ ମର୍ଦ୍ଦରାଜ, ନୟାଗଡ-ଇରାନୀ ରାୟ, ଭଞ୍ଜନଗର-ପ୍ରଦ୍ୟୁମ୍ନ ନାୟକ, ପୋଲସରା ଗୋକୁଳାନନ୍ଦ ମଲ୍ଲିକ, ଖଲିକୋଟ-ଭାରତୀ ବେହେରା, ସାନଖେମୁଣ୍ଡି-ବିଜୟ ସ୍ବାଇଁ, ଗୋପାଳପୁର-ବିଭୁତି ଜେନା, ଚିକିଟି-ମନୋରଞ୍ଜନ ଧ୍ୟାନସାମନ୍ତରାୟ, ପାରଳାଖେମୁଣ୍ଡି-କେ.ନାରାୟଣ ରାଓ, ବିଷମକଟକ-ଶିବଶଙ୍କର ଉଲାକା, ଲକ୍ଷ୍ମୀପୁର-କୁମୁଦ ସାଉଣ୍ଟା, କୋଟପାଡ-ଖଗେଶ୍ବର ପୂଜାରୀ, ପଟ୍ଟାଙ୍ଗୀ-ରାମଚନ୍ଦ୍ର ପାଙ୍ଗୀ, ମାଲକାନଗିରି-ଆଦିତ୍ୟ ମାଢୀ ।  

{"id":95716}
{"id":95718}
{"id":95719}
{"id":95720}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.