ନବୀନ ନନ୍ଦ ଗିରଫ ହେବା ଘଟଣା ନେଇ ବିଜେପି ବିଜେଡି କାଦୁଅ ଫିଙ୍ଗା
2/07/2018 at 10:12 AM

ପୂର୍ବତନ ବିଧାୟକ ନବୀନ ନନ୍ଦ ଗିରଫ ହେବା ଘଟଣାରେ ବିଜେପି ବିଧାୟକ ପ୍ରଦୀପ ପୁରୋହିତଙ୍କ ପ୍ରତିକ୍ରିୟା- “ସତ କାଳେ ପଦାକୁ ଆସିବ, ସେଥିପାଇଁ ନାଟକ ହୋଇଛି, କୋଲକାତାର ଏକ ସ୍ପାରୁ ସେ ଗିରଫ ହୋଇ ବେଲ ରେ ଆସିଛନ୍ତି,ଏଥିରୁ ବିଜେଡି ନେତାଙ୍କ ଚରିତ୍ର କିଭଳି ଜଣାପଡୁଛି, ବିଜେଡି ତା ନେତାଙ୍କ ଚରିତ୍ରକୁ ସଜାଡୁ, ଏହାଦ୍ବାରା ଓଡିଶା ଓ ଓଡିଆମାନେ ନିନ୍ଦିତ ହୋଇଛନ୍ତି”
ବିଜେପି ଅଭିଯୋଗର ଜବାବ ରଖିଲା ବିଜେଡି, ବିଜେଡି ମୁଖପାତ୍ର ସମୀର ଦାସଙ୍କ ପ୍ରତିକ୍ରିୟା-“ଏହା ଏକ ଲଜ୍ଜାଜନକ ଘଟଣା, ଯିଏ ଯେମିତି କରିବ, ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ, ବିଜେପି ସବୁବେଳେ ଏମିତି ଅଭିଯୋଗ ଆଣେ”
Related Posts
ଆହତ ଅବସ୍ଥାରେ ଝିଙ୍କ ଉଦ୍ଧାର, ଓୟୁଏଟିରେ ଚାଲିଛି ଚିକିତ୍ସା
8 March 2021
ବିଭିନ୍ନ ମାମଲାରେ ୪ ଜଣ ଓ୍ଵାରେଣ୍ଟି ଗିରଫ
8 March 2021