Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କର୍ଣ୍ଣାଟକକୁ ମିଳିଲା ନୂଆ ମୁଖିଆ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମ୍ମାଇ
  • ||
  • ବଙ୍ଗୋପସାଗରରେ ଲଘୁଚାପ, ଆସନ୍ତା ୩୦ଯାଏଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା
  • ||
  • ମାଓ ସହିଦ ସପ୍ତାହରେ ଜାରି ଲାଗିଲା ପୋଷ୍ଟର, ଜାରି ହେଲା ଅଡିଓ ଟେପ୍
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୯ ଜଣଙ୍କ ଜୀବନ
  • ||
  • ସାମାନ୍ୟ ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୭୦୩ କରୋନା ପଜିଟିଭ୍
  • ||

ନବୀନ ନନ୍ଦ ଗିରଫ ହେବା ଘଟଣା ନେଇ ବିଜେପି ବିଜେଡି କାଦୁଅ ଫିଙ୍ଗା

2/07/2018 at 10:12 AM

ପୂର୍ବତନ ବିଧାୟକ ନବୀନ ନନ୍ଦ ଗିରଫ ହେବା ଘଟଣାରେ ବିଜେପି ବିଧାୟକ ପ୍ରଦୀପ ପୁରୋହିତଙ୍କ ପ୍ରତିକ୍ରିୟା- “ସତ କାଳେ ପଦାକୁ ଆସିବ, ସେଥିପାଇଁ ନାଟକ ହୋଇଛି, କୋଲକାତାର ଏକ ସ୍ପାରୁ ସେ ଗିରଫ ହୋଇ ବେଲ ରେ ଆସିଛନ୍ତି,ଏଥିରୁ ବିଜେଡି ନେତାଙ୍କ ଚରିତ୍ର କିଭଳି ଜଣାପଡୁଛି, ବିଜେଡି ତା ନେତାଙ୍କ ଚରିତ୍ରକୁ ସଜାଡୁ, ଏହାଦ୍ବାରା ଓଡିଶା ଓ ଓଡିଆମାନେ ନିନ୍ଦିତ ହୋଇଛନ୍ତି”
ବିଜେପି ଅଭିଯୋଗର ଜବାବ ରଖିଲା ବିଜେଡି, ବିଜେଡି ମୁଖପାତ୍ର ସମୀର ଦାସଙ୍କ ପ୍ରତିକ୍ରିୟା-“ଏହା ଏକ ଲଜ୍ଜାଜନକ ଘଟଣା, ଯିଏ ଯେମିତି କରିବ, ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ, ବିଜେପି ସବୁବେଳେ ଏମିତି ଅଭିଯୋଗ ଆଣେ”

   Related Posts