Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ଆସନ୍ତା ୨୧ତାରିଖରେ ଭଣ୍ଡାରିପୋଖରୀ ବ୍ଲକ୍ ଘେରାଉ କରିବା ବିଜେପି

15/10/2019 at 2:11 PM

ଭଣ୍ଡାରିପୋଖରୀ ୧।୧୦: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜିଓ ଟ୍ୟାଗ୍ ପ୍ରକ୍ରିୟାକୁ ବାତିଲ କରିବା ସହ ନ୍ୟାୟିକ ତଦନ୍ତ ଦାବିରେ ବ୍ଲକ୍ ଘେରାଉ କରିବା ବିଜେପି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ବିଜେପି ଭଣ୍ଡାରିପୋଖରୀ ବ୍ଲକ୍ ଘେରାଉ କରିବା ନେଇ ସୂଚନା ଦେଇଛି । ଭଣ୍ଡାରିପୋଖରୀ ବ୍ଲକ୍ କାର୍ଯ୍ୟାଳୟରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ଭଦ୍ରକ ଜିଲ୍ଲା ସଭାପତି ଏନେଇ ସୂଚନା ଦେଇଛନ୍ତି ।

ଚଳିତ ବର୍ଷ ଭଣ୍ଡାରିପୋଖରୀ ବ୍ଲକକୁ ୨୫୬୩ଟି ପ୍ରଧାନମନ୍ତ୍ରୀ ଆବାସ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଉପଯୁକ୍ତ ହିତାଧିକାରୀ ନଥିବା ଦର୍ଶାଇ ୫୦୪ ପ୍ରଧାନମନ୍ତ୍ରୀ ଆବାସକୁ ବ୍ଲକ୍ ପ୍ରଶାସନ ଫେରାଇ ଦେଇଥିବା ଅଭିଯୋଗ କରିଛି । ତେବେ ପ୍ରକୃତ ହିତାଧିକାରୀଙ୍କୁ ଚୟନ ନକରି ବିଜୁ ଯୁବବାହିନୀ ଓ ବିଭିନ୍ନ ରାଜନୈତିକ କର୍ମକର୍ତ୍ତାଙ୍କୁ ଜିଓ ଟ୍ୟାଗ୍ ଲିଙ୍କ୍ ପାଇଁ ଦାୟିତ୍ଵ ଦିଆଯାଇଥିବା ଅଭିଯୋଗ ହୋଇଛି । ତେବେ  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜିଓ ଟ୍ୟାଗ ପ୍ରକ୍ରିୟାକୁ ବାତିଲ କରିବା ସହ ନ୍ୟାୟିକ ତଦନ୍ତ ଦାବିରେ ଆସନ୍ତା ୨୧ ତାରିଖ ଦିନ ଭଣ୍ଡାରିପୋଖରୀ ବ୍ଲକ୍ ଘେରାଉ କରିବା ନେଇ ବିଜେପି ଜିଲ୍ଲା ସଭାପତି ସୂଚନା ଦେଇଛନ୍ତି ।

   Related Posts