Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ବୁଧବାର ମୁଖ୍ଯ ଅଭିଯୁକ୍ତ ବିବନର ହେବ ଟିଆଇ ପରେଡ
  • ||
  • ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ମୁଖ୍ଯ ଅଭିଯୁକ୍ତ ବିବନକୁ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ
  • ||
  • ଆଠଗଡ : ଟାୟାର ଫାଟି ଓଲଟିଲା ଟ୍ରକ୍, ଡ୍ରାଇଭର ଆହତ
  • ||
  • ବାଲେଶ୍ବର : ସୋସିଆଲ୍ ମିଡିଆରେ ସ୍ତ୍ରୀର ଉଲଗ୍ନ ଫଟୋ : ସ୍ବାମୀକୁ ଗିରଫ କରି ଦଫା ଲଗାଇଛି ପୋଲିସ, ଅଭିଯୁକ୍ତ କହୁଛି- ମୁଁ ଅପଲୋଡ୍ କରିନି
  • ||
  • ନୂଆପଡା : ୫ ଡକାୟତ ଗିରଫ, ଲୁଟ୍ ହୋଇଥିବା ଟଙ୍କା ସହ ଅଳଙ୍କାର ଜବତ
  • ||
  • ଭୁବନେଶ୍ବର : ୧୦ ବରିଷ୍ଠ ଅଧିକାରୀଙ୍କୁ ୧୦ ଜିଲ୍ଲା ଦାୟିତ୍ବ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୭ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୪ କୋଭିଡ୍ ପଜିଟିଭ୍, ୩୩୭୩୫୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ଭିସୁଟ୍‌ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ରିପୋର୍ଟ ଥିଲା ଭୁଲ୍, ଆଣ୍ଟିଜେନ୍ କିଟ୍ ଖରାପରୁ ୨୫ଜଣଙ୍କର ରିପୋର୍ଟ ଆସିଥିଲା ପଜିଟିଭ୍
  • ||
  • କୋରାପୁଟ : ଜବତ ହେଲା ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍, ୩ ଅଟକ
  • ||

ଚଳାଇବାକୁ କ୍ଷମତା ନଥିବା କମ୍ପାନୀକୁ ସେସୁ ବିକ୍ରି ପାଇଁ ଚାଲିଛି ମସୁଧା ; ବିଜେପି କଲା ଅଭିଯୋଗ

20/12/2018 at 4:10 PM

ଭୁବନେଶ୍ବର ୨୦|୧୨:   ସେସୁକୁ ବିକ୍ରି କରିବା ପାଇଁ ସରକାର ନୀତି ନିୟମ ବଦଳାଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଛୋଟ କମ୍ପାନୀ ମାନେ କିଭଳି ସେସୁକୁ ହାତେଇବେ ସେଥିପାଇଁ ଉଦ୍ୟମ ହେଉଥିବା ବିଜେପି ପକ୍ଷରୁ କୁହାଯାଇଛି । ସେଥିପାଇଁ ବିଡିଂ ପଦ୍ଧତିରେ ସଂପୂର୍ଣ୍ଣ ଚଞ୍ଚକତା କରାଯାଇଥିବା ଦଳ କହିଛି । ଫ୍ରାଞ୍ଚାଇଜି ଏଗ୍ରିମେଣ୍ଟରେ ୪୦ ପ୍ରତିଶତ ଗ୍ରାହକଙ୍କୁ ଚଳାଇବା କ୍ଷମତା ନରଖିଲେ ସଂପୃକ୍ତ କମ୍ପାନୀକୁ ବିକ୍ରି କରାଯାଇ ପାରିବନାହିଁ । ସେସୁର ୨୫ ଲକ୍ଷ ଗ୍ରାହକ ଅଛନ୍ତି । ସର୍ବନିମ୍ନ ୨.୨୦ ଲକ୍ଷ ଗ୍ରାହକଙ୍କୁ ସେବା ଯୋଗାଉଥିବା କମ୍ପାନୀକୁ ସେସୁକୁ ବିକ୍ରି କରାଯାଇପାରିବ । ଏକାଧିକ କମ୍ପାନୀ ମିଶି ଗୋଟିଏ କମ୍ପାନୀ ଗଢ଼ି ବିଡିଂ ପ୍ରୋସେସରେ ଭାଗ ନେଇପାରିବେ । ଏବେ ସେସୁକୁ ଇଣ୍ଡିଗୋ ପାୱାର ହାତକୁ ଟେକିଦେବା ପାଇଁ ଉଦ୍ୟମ କରାଯାଉଛି । ପୂର୍ବ ଘରୋଇ କମ୍ପାନୀ ଗୁଡ଼ିକ କୋଟି କୋଟି ଟଙ୍କା ବକେୟା ଏପର୍ଯ୍ୟନ୍ତ ପଇଠ କରିନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ବିଜେପି ।

   Related Posts