Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବୋମା ମାଡ ଘଟଣାରେ ୨ ଗିରଫ

27/05/2018 at 8:46 AM

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବୋମା ମାଡ ଘଟଣାରେ ୨ ଗିରଫଙ୍କୁ ଗିରଫ କରି ତଦନ୍ତ ଚଳାଇଛି ଖାରବେଳନଗର ପୋଲିସ | ସେ ଦୁଇଜଣ ହେଲେ ବିଶ୍ୱଜିତ ମଲ୍ଲିକ ଓ ପିନାକୀ ମହାନ୍ତି | ଅଭିଯୁକ୍ତଙ୍କ ବିରୋଧରେ ଧାରା ୪୫୭,୪୫୮,୫୦୬,୩୪ ଆଇପିସି ,୯ (ବି) ଲାଗୁ କରାଯାଇଛି | ଘଟଣାସ୍ଥଳରୁ ୭ ପୃଷ୍ଠାର ଲିପଲେଟ ଜବତ ହୋଇଛି | ପୂର୍ବରୁ ବି ଏମାନେ ବିଜେପି କାର୍ଯ୍ୟାଳୟରେ ଆତଙ୍କ ଖେଳାଇଥିଲେ | ବିଜେପି ସଭାପତି ବସନ୍ତ ପଣ୍ଡାଙ୍କୁ ନକଲି ବନ୍ଧୁକ ଦେଖାଇ ଡ଼ରାଇଥିଲେ |

Leave a Reply

   Related Posts