Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଫୋକସରେ ଓଡ଼ିଶା ! କାଲି ଭୁବନେଶ୍ବର ଆସୁଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ଯକ୍ଷ ଅମିତ ଶାହ ; ରାଜ୍ୟ ବିଜେପି ଶିବିରରେ ଉତ୍ସାହ

30/06/2018 at 10:23 AM

କାଲି ଭୁବନେଶ୍ବର ଆସୁଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ଯକ୍ଷ ଅମିତ ଶାହ | ମିଶନ ୧୨୦+ ନେଇ ପ୍ରସ୍ତୁତ ହେବ ବ୍ଲୁପ୍ରିଣ୍ଟ | କାଲି ୧୦ଟା ୩୦ରେ ଏୟାରପୋର୍ଟରେ ପହଞ୍ଚିବେ ଅମିତ ଶାହ |ତାଙ୍କୁ ବାଇକ୍ ରାଲିରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଅଣାଯିବ | ରାଜ୍ୟ ବିଜେପି କାର୍ଯ୍ୟାଳୟରେ ହେବ ୩ଟି ବୈଠକ | ଅପରାହ୍ଣରେ ପ୍ରଦର୍ଶନୀ ପଡ଼ିଆରେ କାର୍ଯ୍ୟକର୍ତ୍ତା ବୈଠକ ହେବାର କାର୍ଯ୍ୟକ୍ରମ ରହିଛି | ସୋମବାର ଭୁବନେଶ୍ବରରୁ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି | ଅମିତ ଶାହଙ୍କ ଦିନିକିଆ ଓଡ଼ିଶା ଗସ୍ତ ନେଇ ବିଜେପି ପକ୍ଷରୁ ସୂଚନା ଜାରି କରାଯାଇଛି |

   Related Posts