Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣା : ଚଳନ୍ତା କାର ଉପରେ ଓଲଟି ପଡିଲା କଣ୍ଟେନର, ୩ ମୃତ
  • ||
  • ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !
  • ||
  • ବରଗଡ : ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ବୋଲେରୋ, ୩ ମୃତ, ୪ ଗୁରୁତର
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୪ ଗିରଫ
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୩୪ କରୋନା ସଂକ୍ରମିତ, ୩୨୦୦୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ଲୋକସଭାର କାମଚଳା ବାଚସ୍ପତି ହେଲେ ବିଜେପି ସାଂସଦ ସନ୍ତୋଷ ଗଙ୍ଗୱାର

30/05/2019 at 11:30 AM

ନୂଆଦିଲ୍ଲୀ ୩୦|୫:  ଲୋକସଭାର କାମଚଳା ବାଚସ୍ପତି ହୋଇଛନ୍ତି ବରିଷ୍ଠ ବିଜେପି ନେତା ତଥା ସାଂସଦ ସନ୍ତୋଷ ଗଙ୍ଗୱାର । ଲୋକସଭା ନିର୍ବାଚନରେ ବିଜେପିର ବହୁମତରେ ବିଜୟ ପରେ ନରେନ୍ଦ୍ର ମୋଦି ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଆଜି ନୂଆ ମନ୍ତ୍ରିମଣ୍ଡଳଙ୍କ ସହ ଶପଥ ନେବ । ନବ ନିର୍ବାଚିତ ସାଂସଦଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବ କାମଚଳା ବାଚସ୍ପତି ସନ୍ତୋଷ ଗଙ୍ଗୱାର ।

ସନ୍ତୋଷ ଗଙ୍ଗୱାର ଉତ୍ତରପ୍ରଦେଶ ବରେଲିରୁ ଲୋକସଭା ସାଂସଦ ଅଛନ୍ତି । ୨୦୧୯ ନିର୍ବାଚନରେ ବରେଲି ଆସନରୁ ବିଜେପି ଟିକେଟରେ ନିର୍ବାଚନ ଜିତିଛନ୍ତି ସନ୍ତୋଷ ଗଙ୍ଗୱାର । ବର୍ତ୍ତମାନ ମୋଦି ସରକାରରେ ସନ୍ତୋଷ ଗଙ୍ଗୱାର ଲୋକସଭା ସାଂସଦ ହେବା ସହ କେନ୍ଦ୍ର ସରକାରରେ ବର୍ତ୍ତମାନ ରାଜ୍ୟ ଅର୍ଥ ମନ୍ତ୍ରୀ ଅଛନ୍ତି । ସନ୍ତୋଷ ଗଙ୍ଗୱାର ପୂର୍ବରୁ ଅଟଳ ବିହାରୀ ବାଜପେୟୀ ସରକାରରେ ପେଟ୍ରୋଲିୟମ ରାଜ୍ୟମନ୍ତ୍ରୀ ରୂପେ କାର୍ଯ୍ୟ ନର୍ବାହ କରିସାରିଛନ୍ତି । ଲଗାତାର ୬ ଥର ଲେକାସଭା ନିର୍ବାଚନ ଜିତିଛନ୍ତି ସନ୍ତୋଷ ଗଙ୍ଗୱାର । ୧୯୯୬ରେ ଉତ୍ତରପ୍ରଦେଶର ବିଜେପି ମହାସଚିବ ନିଯୁକ୍ତ ହୋଇଥିଲେ ।

   Related Posts