ଆଜିଠୁ ବିଜେପିର ମହିଳା ସୁରକ୍ଷା ଯାତ୍ରା

Published By : Prameya-News7 Bureau | May 17, 2018 IST

ବିଜେଡିକୁ କାଉଣ୍ଟର ପାଇଁ ଭାରତୀୟ ଜନତା ପାର୍ଟି ଆରମ୍ଭ କରିଛି ମହିଳା ସୁରକ୍ଷା ଯାତ୍ରା | ସୁନ୍ଦରଗଡ଼,ବରଗଡ଼ ଓ ସମ୍ବଲପୁରରେ ବିଜେପିର ଏହି ମହିଳା ସୁରକ୍ଷା ଯାତ୍ରା ଶୋଭାଯାତ୍ରା ଅନୁଷ୍ଠିତ ହେବ | ପ୍ରତିଦିନ ୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶୋଭାଯାତ୍ରା,ପଥପ୍ରାନ୍ତ ସଭା, ଘରକୁ ଘର ବୁଲି ଲୋକଙ୍କୁ ରାଜ୍ୟ ସରକାରଙ୍କ ମହିଳା ବିରୋଧୀ କାର୍ଯ୍ୟକଳାପ ବିଷୟରେ ଜଣାଇବା ଆଦି ମହିଳା ମୋର୍ଚ୍ଚା କର୍ମୀମାନେ ବୁଝାଇବେ | ସମ୍ବଲପୁରର ମା ସମଲେଶ୍ୱରୀଙ୍କ ପୀଠରୁ ଏହି ଯାତ୍ରା ଆରମ୍ଭ ହୋଇ ୨୯ ତାରିଖ ରେ ସୁନ୍ଦରଗଡ଼ର ବଣେଇ ଠାରେ ଶେଷ ହେବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.