Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||

କର୍ଣ୍ଣାଟକ ଉପନିର୍ବାଚନର ଭୋଟ ଗଣତି ଜାରି : ୧୨ଟି ଆସନରେ ବିଜେପି ଆଗୁଆ

9/12/2019 at 10:35 AM

ବେଙ୍ଗାଲୁରୁ ୦୯୧।୧୨: କର୍ଣ୍ଣାଟକର ୧୫ଟି ଆସନରେ ହୋଇଥିବା ଉପନିର୍ବାଚନର ଭୋଟ ଗଣତି ଜାରି ରହିଛି।  ଭୋଟ ଗଣତି ଚାଲିଥିବା ୧୫ଟି ଆସନ ମଧ୍ୟରୁ ୧୨ଟି ଆସନରେ ବିଜେପି ଆଗୁଆ ଥିବା ବେଳେ କଂଗ୍ରେସ ୨ଟି ଏବଂ ସ୍ବାଧୀନ ଗୋଟିଏ ଆସନରେ ଆଗୁଆ ଅଛନ୍ତି ।

ଉପନିର୍ବାଚନର ଫଳାଫଳ ରାଜ୍ୟ ବିଜେପି ସରକାରର ଭବିଷ୍ୟତ ନିର୍ଣ୍ଣୟ କରିବ ।  ୟେଦିରୁପ୍ପାଙ୍କ ରାଜନୈତିକ ଭବିଷ୍ୟତ ଲାଗି ଏହି ଉପନିର୍ବାଚନ ବେଶ ଗୁରୁତ୍ବପୂର୍ଣ୍ଣ । ଅନ୍ୟପଟେ କଂଗ୍ରେସ ଏବଂ ଜେଡିଏସ୍ ଲାଗି ଏହି ଉପନିର୍ବାଚନ ସରକାର ଗଢିବା ଲାଗି ପୁଣି ଏକ ସୁଯୋଗ ଆଣିପାରେ । ଯଦି ୧୫ଆସନ ଭିତରୁ କଂଗ୍ରେସ-ଜେଡିଏସ୍ କୁ ୧୦ ଆସନ ମିଳିଯିବ ତେବେ କର୍ଣ୍ଣାଟକରେ ବାଜି ପୁଣି ପଲଟି ଯାଇପାରେ । ସେପଟେ ବିଜେପି ଅତି କମରେ ୬ଟି ଆସନ ଜିତିବା ଜରୁରୀ ।

   Related Posts