ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ରଙ୍କୁ ଜାମିନ

Published By : Prameya-News7 Bureau | July 17, 2018 IST

ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ରଙ୍କୁ ଜାମିନ ସର୍ତ୍ତମୂଳକ ଜାମିନ ମଞ୍ଜୁର କଲେ ହାଇକୋର୍ଟ ୫୦ ହଜାର ଟଙ୍କା ଓ ୨ ସିୟୋରିଟି ବଦଳରେ ମିଳିଲା ଜାମିନ ନିମ୍ନ ଅଦାଲତଙ୍କ ବିନା ଅନୁମତିରେ ରାଜ୍ୟ ବାହାରକୁ ଯାଇପାରିବେନି ଜୟ ନାରାୟଣ ବରଗଡ ବନାବିରା ଗୁଳିକାଣ୍ଡ ମାମଲାରେ ମିଳିଲା ଜାମିନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.