Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ବିଗ୍ ସୋ ରୁ ବାଜିବ ନିର୍ବାଚନୀ ବିଗୁଲ୍ : 9pm Discussion (06.12.2018)

7/12/2018 at 12:44 AM

ଆଜିର ଆଲୋଚନା – ବିଗ୍ ସୋ ରୁ ବାଜିବ ବିଗୁଲ୍।
ଡିସେମ୍ୱର ୧୧ ତାରିଖରେ ଜଣାପଡିଯିବ ୫ଟି ରାଜ୍ୟରେ କିଏ ହାତଉଛି ସିଂହାସନ। ତା ପରେ ହିଁ ସ୍ପଷ୍ଟ ହୋଇଯିବ ୧୯ ସାଧାରଣ ନିର୍ବାଚନ ପାଇଁ କେଉଁ ଦଳ ମାତିବେ ଆଉ କିଏ ତାତିବେ। କିନ୍ତୁ ଏବେଠୁ ଗୋଟିଏ କଥା ସ୍ପଷ୍ଟ ହୋଇଗଲାଣି ଓଡିଶା ଏବେ ସମସ୍ତଙ୍କ ଫୋକସରେ। ବିଜେପି ତାର ମିଶନ ଓଡିଶା ଆରମ୍ଭ କରିବାକୁ ଯାଉଛି ଡିସେମ୍ୱର ୨୪ରେ । ସେଦିନ ପ୍ରଧାନମନ୍ତ୍ରୀ ମୋଦି ଖୋର୍ଦ୍ଧାରେ କରିବେ ଏକ ବିରାଟ ସମାବେଶ। ଆଉ ଦିନ ସ୍ଥିର ନ ହୋଇଥିଲେ ବି ସେଇ ପାଖାପାଖି ଆସିବେ ରାହୁଲ ଗାନ୍ଧି। ତାଙ୍କର ଫୋକସରେ ରହିବ ଉପକୂଳ ପଶ୍ଚିମ ଏବଂ ଦକ୍ଷିଣ ଓଡିଶା। ଦୁଇ ଜାତୀୟ ଦଳ ପୁରା ଦମ୍‌ରେ ଏ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ସାରିଥିବା ବେଳେ ବିଜେଡି ବି ରହିବନି ପଛରେ । ଡିସେମ୍ବର ୨୬ରେ ଦଳ ତାର ପ୍ରତିଷ୍ଠା ଦିବସକୁ ଗ୍ରାଣ୍ଡ ୱେରେ ପାଳିବାକୁ ପ୍ରସ୍ତୁତି ସାରିଛି। ତେଣୁ ଡିସେମ୍ୱର ଶେଷ ସପ୍ତାହରେ ଓଡିଶାରେ ହେବ ହଟ୍ଟଚମଟ।

   Related Posts