ପରୀ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବି, ବିଜେପି ପକ୍ଷରୁ ମନ୍ତ୍ରୀ ଅରୁଣ ସାହୁଙ୍କ କୁଶପୁତ୍ତଳିକା ଦାହ

Published By : Prameya-News7 Bureau | November 28, 2020 IST

ସାନଖେମୁଣ୍ଡି ୨୮।୧୧: ନୟାଗଡ ଜିଲ୍ଲାରେ ଶିଶୁ ପରୀ ହତ୍ୟା ଘଟଣାର ମୁଖ୍ୟ ଅ।ସାମୀକୁ ଗିରଫ ଦାବି ଜୋର ଧରିଲାଣି । ଶନିବାର ଗଂଜାମ ଜିଲ୍ଲା ଘୁମୁଷର ଜିଲ୍ଲା ବିଜେପି ପକ୍ଷରୁ ଅ।ସିକାଠାରେ ମନ୍ତ୍ରୀ ଅରୁଣ ସାହୁଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ତୁରନ୍ତ ମନ୍ତ୍ରୀ ନିଜ ପଦବୀରୁ ଇସ୍ତଫା ଦେବାକୁ ଦାବି, ଘଟଣାର ସିବିଅ।ଇ ତଦନ୍ତ ଦାବି କରିଛି ବିଜେପି । ନଚେତ ଅ।ସନ୍ତା ଦିନରେ ଅ।ନ୍ଦୋଳନକୁ ଅ।ହୁରି ବଢାଇବ ବୋଲି ବିଜେପି ଚେତାବନୀ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.