ବଂଶଧାରା ନଦୀରେ ନେରେଡି ଜଳ ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗ : ସମ୍ଭାବ୍ୟ ବିସ୍ଥାପିତ ଗ୍ରାମବାସୀଙ୍କ ସହ ଆଲୋଚନା କରିବେ ବିଜେପି ପ୍ରତିନିଧି ଦଳ

Published By : Prameya-News7 Bureau | July 02, 2021 IST

ଗଜପତି ୨।୭: ବଂଶଧାରା ନଦୀରେ ନେରେଡି ଜଳ ପ୍ରକଳ୍ପ ନିର୍ମାଣ ଦ୍ଵାରା ସମ୍ଭାବ୍ୟ ବିସ୍ଥାପିତ ହେବାକୁ ଥିବା ଗ୍ରାମବାସୀଙ୍କ ସହ ଆଲୋଚନା ପାଇଁ ପହଞ୍ଚିବେ ବିଜେପିର ପ୍ରତିନିଧି ଦଳ ।

{"id":474387,"width":748,"height":411,"sizeSlug":"large","linkDestination":"none"}

ସେପଟେ ଆନ୍ଧ୍ର ପ୍ରଦେଶ ପକ୍ଷରୁ ଜଳସେଚନ ମନ୍ତ୍ରୀ ଅନୀଲ କୁମାର ଯାଦବ, ଉପ ମୁଖ୍ୟମନ୍ତ୍ରୀ ଧର୍ମ କ୍ରୀଷ୍ଣା ଦାସ, ବାଚସ୍ପତି ଟି ସୀତାରାମ ମଧ୍ୟ ଆନ୍ଧ୍ର ପ୍ରକଳ୍ପ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି । ଓଡିଶା ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ସହ ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.