ଚାନ୍ଦବାଲି ବିକାଶକୁ ନେଇ ସଂଗ୍ରାମ ସେନା ଓ ବିଜେପିର ମହାମେଣ୍ଟ

Published By : Prameya-News7 Bureau | April 08, 2019 IST

ଚାନ୍ଦବାଲି ୮/୪ : ଚାନ୍ଦବାଲିକୁ ଏକ ବିକାଶଶୀଳ ନିର୍ବ।ଚନ ମଣ୍ଡଳୀରେ ପରିଣତ କରିବା ପାଇଁ ଚାନ୍ଦବାଲିର ସଂଗ୍ରାମ ସେନା ଓ ବିଜେପି ମଧ୍ୟରେ ଏକ ମହାମେଣ୍ଟ ହୋଇଛି । ଉଭୟ ସଂଗଠନ ଚାନ୍ଦବାଲି ବିକାଶର ଲକ୍ଷ୍ୟ ଥିବା ସହ ଚାନ୍ଦବାଲିର ସାଧାରଣ ଜନତାଙ୍କ ପାଇଁ କାମ କରିବେ ବୋଲି ଆଜି ଏହି ଦୁଇ ଶକ୍ତିର ମହାମେଣ୍ଟ କରାଯାଇଥିବା ନେଇ ଚାନ୍ଦବାଲିର ବନମାଳି ଗେଷ୍ଟ ହାଇସ ପରିସରରେ ସଂଗ୍ରାମ ସେନାର ମୁଖ୍ୟ ସଂଗ୍ରାମ ରାଉତ ଏବଂ ତାଙ୍କର କର୍ମୀଙ୍କ ସହ ବିଜେପିର ଚାନ୍ଦବାଲି ବିଧାନସଭା ପ୍ରାର୍ଥୀ ମନମୋହନ ସାମଲ ଏବଂ ତାଙ୍କର କର୍ମୀ ମାନେ ଯୋଗ ଦେଇ ଏକ ସାମ୍ବାଦିକ ସମ୍ମଳନୀରେ ଦୁଇ ଦଳର ମହାମେଣ୍ଟ ସଂପର୍କରେ ମତ ପ୍ରକାଶ କରିଥିଲେ ।

{"id":101363}

ଆଗାମୀ ୨୦୧୯ ନିର୍ବ।ଚନରେ ଏହି ମହାମେଣ୍ଟ ବିଜେପି ପାଇଁ କାମ କରିବ ବୋଲି ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.