Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ଚାନ୍ଦବାଲି ବିକାଶକୁ ନେଇ ସଂଗ୍ରାମ ସେନା ଓ ବିଜେପିର ମହାମେଣ୍ଟ

8/04/2019 at 9:12 AM

ଚାନ୍ଦବାଲି ୮/୪ : ଚାନ୍ଦବାଲିକୁ ଏକ ବିକାଶଶୀଳ ନିର୍ବ।ଚନ ମଣ୍ଡଳୀରେ ପରିଣତ କରିବା ପାଇଁ ଚାନ୍ଦବାଲିର ସଂଗ୍ରାମ ସେନା ଓ ବିଜେପି ମଧ୍ୟରେ ଏକ ମହାମେଣ୍ଟ ହୋଇଛି । ଉଭୟ ସଂଗଠନ ଚାନ୍ଦବାଲି ବିକାଶର ଲକ୍ଷ୍ୟ ଥିବା ସହ ଚାନ୍ଦବାଲିର ସାଧାରଣ ଜନତାଙ୍କ ପାଇଁ କାମ କରିବେ ବୋଲି ଆଜି ଏହି ଦୁଇ ଶକ୍ତିର ମହାମେଣ୍ଟ କରାଯାଇଥିବା ନେଇ ଚାନ୍ଦବାଲିର ବନମାଳି ଗେଷ୍ଟ ହାଇସ ପରିସରରେ ସଂଗ୍ରାମ ସେନାର ମୁଖ୍ୟ ସଂଗ୍ରାମ ରାଉତ ଏବଂ ତାଙ୍କର କର୍ମୀଙ୍କ ସହ ବିଜେପିର ଚାନ୍ଦବାଲି ବିଧାନସଭା ପ୍ରାର୍ଥୀ ମନମୋହନ ସାମଲ ଏବଂ ତାଙ୍କର କର୍ମୀ ମାନେ ଯୋଗ ଦେଇ ଏକ ସାମ୍ବାଦିକ ସମ୍ମଳନୀରେ ଦୁଇ ଦଳର ମହାମେଣ୍ଟ ସଂପର୍କରେ ମତ ପ୍ରକାଶ କରିଥିଲେ ।

ଆଗାମୀ ୨୦୧୯ ନିର୍ବ।ଚନରେ ଏହି ମହାମେଣ୍ଟ ବିଜେପି ପାଇଁ କାମ କରିବ ବୋଲି ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରକାଶ କରିଛନ୍ତି ।

   Related Posts