ବିଜେପି- ବିଜେଡ଼ି କର୍ମୀ ମୁହାଁମୁହିଁ : ୩ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ

Published By : Prameya-News7 Bureau | November 04, 2019 IST

ପାରାଦୀପ ୪/୧୧: ବିଜେପି-ବିଜେଡ଼ି କର୍ମୀ ମୁହାଁମୁହିଁ ହୋଇଛନ୍ତି। ପାରାଦୀପ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ବିଜେଡ଼ି ମୁହାଁମୁହିଁ ହୋଇଛନ୍ତି।

{"id":178934}

ଦୀର୍ଘ ଚାରିଦିନ ଧରି ବାଲିଯାତ୍ରା ଟେଣ୍ଡର ଦୁର୍ନୀତି ପ୍ରକ୍ରିୟା ରେ ଚଞ୍ଚକତା ନେଇ ଗଣଧାରଣାରେ ବସିଥିଲେ ପାରାଦୀପ ନଗର ବିଜେପି। ସେହି ସ୍ଥାନରେ ବିଜେଡି ପକ୍ଷରୁ ମହାପ୍ରଗତି ସମାବେଶ କରାଯାଇଥିଲା। ଘଟଣାସ୍ଥଳରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

{"id":178935}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.