କାଳିଆ ଯୋଜନାରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଲା ବିଜେପି

Published By : Prameya-News7 Bureau | April 12, 2019 IST

ଭୁବନେଶ୍ବର ୧୨|୪:  କାଳିଆ ଯୋଜନାକୁ ନେଇ ପ୍ରେସମିଟ୍ କରିଛି ବିଜେପି କୃଷକ ମୋର୍ଚ୍ଚା । କାଳିଆ ଯୋଜନାରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଲା ବିଜେପି । ରାଜ୍ୟ ସରକାର ଚାଷୀଙ୍କ ସହ ପ୍ରତାରଣା କରିଛନ୍ତି । କାଳିଆକୁ ନେଇ ମିଛ ତଥ୍ୟ ରଖୁଛନ୍ତି ରାଜ୍ୟ ସରକାର । ସରକାରଙ୍କ ପାଖରେ ସଠିକ୍ ତାଲିକା ନାହିଁ କି ଟଙ୍କା ନାହିଁ । ବିଜେପି କାଳିଆ ଟଙ୍କା ଅଟକାଇ କହି ବିଭ୍ରାନ୍ତିକର ତଥ୍ୟ ରଖୁଛନ୍ତି ରାଜ୍ୟ ସରକାର । ପ୍ରେସମିଟ୍ ରେ ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁରଥ ବିଶ୍ବାଳ ପ୍ରତିକ୍ରିୟା ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.