ସାଲେପୁର: ୭ ନଂ ଜୋନ୍ ଜିଲ୍ଲା ପରିଷଦ ଉପ ନିର୍ବାଚନରେ ବିଜେଡିର ବିଜୟ
23/12/2020 at 10:54 PM

ସାଲେପୁର୨୪/୧୨: କଟକ ଜିଲ୍ଲା ଅନ୍ତର୍ଗତ କଟକ ସଦର ବ୍ଲକ ଅଧୀନ ୭ ନମ୍ବର ଜୋନ ଜିଲ୍ଲା ପରିଷଦ ଉପ ନିର୍ବାଚନ ଗତ ୨୨ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ କଂଗ୍ରେସ, ବିଜେପି, ବିଜେଡି, ସ୍ଵାଧୀନ, ପ୍ରାଥି ମୋଟ ଚାରି ଜଣ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିଲେ। ବିଜେପିର ନାରାୟଣ ମଲିକ ବିଜେଡିର ବିଳାସ ମଲିକଙ୍କ ମଧ୍ୟରେ ମୁକାବିଲା ହୋଇଥିଲା। ବିଜେଡିର ବିଳାସ ମଲିକ ୧୩,୪୨୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିର ନାରାୟଣ ମଲିକ ୪’୨୦୪ ଖଣ୍ଡ ଭୋଟ ପାଇଛନ୍ତି। ବିଜେଡିର ବିଳାସ ମଲିକ ବିଜେପି ପ୍ରାଥିଙ୍କ ଠାରୁ ୯,୨୨୧ ଖଣ୍ଡ ଭୋଟରେ ବିଜୟ ଲାଭ କରିଛନ୍ତି।
Related Posts
ଏବର୍ଷ ହେବନି ଓଳାଶୁଣୀ ଗୁମ୍ଫା ଯାତ୍ରା
25 January 2021
ବଲାଙ୍ଗୀର ଜିଲ୍ଲାର ଚାଷୀ କରିବେ ଟ୍ରାକ୍ଟର- ବାଇକ୍ ରାଲି
25 January 2021