Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଭାରତ ବନ୍ଦକୁ ସମର୍ଥନ କରିବନି ବିଜେଡ଼ି : ବାରିପଦାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ କାର୍ଯ୍ୟକ୍ରମ

7/01/2020 at 2:46 PM

ଭୁବନେଶ୍ବର ୭/୧:  ଭାରତ ବନ୍ଦକୁ ସମର୍ଥନ କରିବନି ବିଜେଡ଼ି। ବନ୍ଦ ଭିତରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ବାରିପଦାରେ ବଡ଼ କାର୍ଯ୍ୟକ୍ରମ ରହିଛି। ଏଠାରେ ବିଶାଳ ରାଲି ହେବ। ଦଳୀୟ କର୍ମୀଙ୍କୁ ନବୀନ ପଟ୍ଟନାୟକ ସମ୍ବୋଧନ କରିବେ।

ସିଆଇୟୁଟି ରାଜ୍ୟ ସଭାପତି ଜନାର୍ଦ୍ଦନ ପତି,ଏଆଇଟିୟୁସିର ସୌରୀବନ୍ଧୁ କର,ଟ୍ରେଡ ୟୁନିଅନ ନେତା ମହେନ୍ଦ୍ର ପରିଡ଼ା ଓ ଆଇଟିୟୁସି ନେତା ମିଳିତ ଭାବେ ନିରଞ୍ଜନଙ୍କୁ ଭେଟିଥିଲେ। ତେବେ ଏହି ଆନ୍ଦୋଳନକୁ ସମର୍ଥନ ଘୋଷଣା କରିଛି କଂଗ୍ରେସ୍।

ଓଡ଼ିଶାରେ ବନ୍ଦ ପାଳନକୁ ସଫଳ କରିବା ପାଇଁ ବିଜେଡ଼ିର ସମର୍ଥନ ମଧ୍ୟ ଲୋଡ଼ିଥିଲା ଟ୍ରେଡ ୟୁନିଅନ। କିନ୍ତୁ ଏବେ ଭାରତ ବନ୍ଦକୁ ସମର୍ଥନ ନକରିବା ପାଇଁ ରୋକଠୋକ୍ ଜଣାଇ ଦେଇଛି ବିଜେଡ଼ି।

   Related Posts