Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

ବିଜେଡି ଟିକେଟ୍ କସରତ : ନବୀନ ନିବାସରେ ଟିକେଟ୍ ପାଇଁ ଆଶାୟୀ ଭିଡ

17/03/2019 at 11:12 AM

ଭୁବନେଶ୍ବର ୧୭|୩ : ଟିକେଟ୍ ପାଇଁ ନବୀନ ନିବାସରେ ନେତାଙ୍କ ଭିଡ । ବହୁ ବରିଷ୍ଠ ନେତା ଟିକେଟ୍ ଆଶାରେ ସକାଳୁ ସକାଳୁ ନବୀନ ନିବାସରେ ପହଞ୍ଚିଛନ୍ତି । ସଞ୍ଜୀବ ସାହୁ, ଅର୍କକେଶରୀ ସିଂହଦେଓ, ରୋହିତ ପୂଜାରୀ, ନବ ଦାସ, ଦିଲ୍ଲୀପ ତିର୍କୀ ପ୍ରମୁଖ ନବୀନ ନିବାସରେ ପହଞ୍ଚିଛନ୍ତି । ଟିକେଟ ଆଶାୟୀଙ୍କ ସଂଖ୍ୟା ଯେତିକି ବଢୁଛି କାହାର ଟିକେଟ କଟିବ ତାକୁ ନେଇ ଦଳଭିତରେ ସେତିକି ଜୋରଦାର ହେଉଛି ଛକାପଞ୍ଝା ।

ବହୁ ନେତାଙ୍କ ଟିକେଟ କଟିବ ଜାଣି ଯୁବ ବର୍ଗ ଟିକେଟ୍ ପାଇଁ ବେଶ ଆଶାୟୀ ହୋଇ ପଡୁଛନ୍ତି । ଅନ୍ୟପଟେ ତୁଙ୍ଗ ନେତା ଅନ୍ଧାରରେ ରହିଛନ୍ତି । ଟିକେଟ ଖବର ବୁଝିବା ପାଇଁ ନବୀନ ନିବାସରେ ପଇଁତରା ମାରୁଛନ୍ତି ବହୁ ବରିଷ୍ଠ ନେତା । ଅନେକ ନୂଆ ମୁହଁ ବି ଟିକେଟ ପାଇଁ ନବୀନ ନିବାସରେ ଭିଡ ଜମାଉଛନ୍ତି ।

   Related Posts