Tuesday, April 23, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଜେପିରେ ମିଶିଲେ ବିଜେଡି ସରପଞ୍ଚ ଓ ସମର୍ଥକ

ଭଣ୍ଡାରିପୋଖରୀ ୧୬|୪: ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନମଣ୍ଡଳୀରେ ଚତୁର୍ଥ ପର୍ଯ୍ୟାୟରେ ହେବ ମତଦାନ । ସବୁ ରାଜନୈତିକ ଦଳମାନେ ଏବେ ପ୍ରଚାରରେ ବ୍ୟସ୍ତ । ମାତ୍ର ବିଜେପି ଆୟୋଜନ କରୁଛି ମିଶ୍ରଣ ପର୍ବ । ଧାମନଗର ନିର୍ବାଚନମଣ୍ଡଳୀର ପାଳିଆହାଟ ନିକଟରେ ବିଜେପି ମିଶ୍ରଣ ପର୍ବ ଆୟୋଜନ କରିଛି । ଏହି ମିଶ୍ରଣ ପର୍ବରେ ଧାମନଗରର ବିଜେପି ବିଧାୟକ ପ୍ରାର୍ଥୀ ବିଷ୍ଣୁ ସେଠୀଙ୍କ ସହ ଭଦ୍ରକ ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଉପସ୍ଥିତ ଥିଲେ । ବିଜେପି ଆୟୋଜନ କରିଥିବା ଏହି ମିଶ୍ରଣ ପର୍ବରେ ପାଳିଆ ପଞ୍ଚାୟତର ସରପଞ୍ଚ ଊଷାକାନ୍ତ ନାୟକ ନିଜର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି ।

474 Views

   ସମ୍ବନ୍ଧିତ ଖବର