ରଣନୀତି ପ୍ରସ୍ତୁତ ନେଇ ବିଜେଡି ସଂସଦୀୟ ଦଳର ବୈଠକ

Published By : Prameya-News7 Bureau | June 25, 2019 IST

ନୂଆଦିଲ୍ଲୀ ୨୫|୬: ରଣନୀତି ପ୍ରସ୍ତୁତ ନେଇ ବିଜେଡିର ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ରାଜ୍ୟର ବିଭିନ୍ନ ବିଷୟ ନେଇ ରଣ ନୀତି ପ୍ରସ୍ତୁତ ନେଇ ଆଲୋଚନା ହୋଇଛି । ପ୍ରତି ମଙ୍ଗଳବାର ଏହି ବୈଠକ ଅନୁଷ୍ଠିତ ହେବ। ରାଜ୍ୟର ବିଭିନ୍ନ ପ୍ରସଙ୍ଗ ନେଇ କିପରି ପ୍ରଶ୍ନ କରାଯିବ ସେ ନେଇ ହେବ ରଣନୀତି ପ୍ରସ୍ତୁତି କରାଯିବ।

ଆଜି ୧ ଘଣ୍ଟା ପ୍ରଶ୍ନ କାଳ ପରେ ରାଷ୍ଟ୍ରପତିଙ୍କ ଅଭିଭିଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଦେବେ ସାଂସଦ।  ଗତକାଲି ବିଜେଡି ନିଜ ଧନ୍ୟବାଦ ଅଭିଭାଷଣରେ ଫୋକସ ରାଜ୍ୟର ପ୍ରସଙ୍ଗ ଉତଥାପନ  କରିଥିଲେ ।  ଆଜି ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କ ଅଭିଭିଷଣ ଉପରେ ଧନ୍ୟବାଦ ଭାଷଣ ଦେବେ, ତେବେ  ଏହି ଅଭିଭାଷଣରେ ଓଡିଶାର ବିଭିନ୍ନ ପ୍ରସଙ୍ଗ ଉପରେ କଣ କହୁଛନ୍ତି ତା ଉପରେ ନଜର ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.