Friday, October 18, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରଣନୀତି ପ୍ରସ୍ତୁତ ନେଇ ବିଜେଡି ସଂସଦୀୟ ଦଳର ବୈଠକ

ନୂଆଦିଲ୍ଲୀ ୨୫|୬: ରଣନୀତି ପ୍ରସ୍ତୁତ ନେଇ ବିଜେଡିର ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ରାଜ୍ୟର ବିଭିନ୍ନ ବିଷୟ ନେଇ ରଣ ନୀତି ପ୍ରସ୍ତୁତ ନେଇ ଆଲୋଚନା ହୋଇଛି । ପ୍ରତି ମଙ୍ଗଳବାର ଏହି ବୈଠକ ଅନୁଷ୍ଠିତ ହେବ। ରାଜ୍ୟର ବିଭିନ୍ନ ପ୍ରସଙ୍ଗ ନେଇ କିପରି ପ୍ରଶ୍ନ କରାଯିବ ସେ ନେଇ ହେବ ରଣନୀତି ପ୍ରସ୍ତୁତି କରାଯିବ।

ଆଜି ୧ ଘଣ୍ଟା ପ୍ରଶ୍ନ କାଳ ପରେ ରାଷ୍ଟ୍ରପତିଙ୍କ ଅଭିଭିଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଦେବେ ସାଂସଦ।  ଗତକାଲି ବିଜେଡି ନିଜ ଧନ୍ୟବାଦ ଅଭିଭାଷଣରେ ଫୋକସ ରାଜ୍ୟର ପ୍ରସଙ୍ଗ ଉତଥାପନ  କରିଥିଲେ ।  ଆଜି ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କ ଅଭିଭିଷଣ ଉପରେ ଧନ୍ୟବାଦ ଭାଷଣ ଦେବେ, ତେବେ  ଏହି ଅଭିଭାଷଣରେ ଓଡିଶାର ବିଭିନ୍ନ ପ୍ରସଙ୍ଗ ଉପରେ କଣ କହୁଛନ୍ତି ତା ଉପରେ ନଜର ରହିବ।

169 Views

   ସମ୍ବନ୍ଧିତ ଖବର